Home Breaking News / ତାଜା ଖବର ପୋଲିସ ଦ୍ୱାରା ରାୟଗଡ ଭାଜପା ନେତୃ ବୃନ୍ଦ ଅଟକ

ପୋଲିସ ଦ୍ୱାରା ରାୟଗଡ ଭାଜପା ନେତୃ ବୃନ୍ଦ ଅଟକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୩/୧୧-(ଧନେଶ୍ବର ରାଉତ)-ଭାରତୀୟ ଜନତା ପାର୍ଟି ର ମେଳି ଦେଖି ବିଜେଡି ସରକାର ଛାନିଆ ହେଇ ଆଜି ନଗର ସଭାପତି ବିଦ୍ୟା ଭୂଷଣ ପଣ୍ଡା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ୟାମ କୁମାର ଦାଶ, ଅଜୟ ଚୂଲେଟ, ଟି ନାଗରାଜୂ, ରାଜେଶ ପାଣିଗ୍ରାହୀ, ବିଦ୍ୟା ସାଗର, ସୁଶାନ୍ତ ମିଶ୍ର , ଜଗଦୀଶ ସୁନାରି ସ୍ଥାନୀୟ ହୋଟେଲ ତେଜ୍ୱସୀ ଇଣ୍ଟେରନାସନାଲ ହୋଟେଲ ରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ମୋହାଦୟ ଙ୍କୁ ସାକ୍ଷାତ କରିବା ପାଇଁ ଆସିଥିଲେ. ହଟାତ ସେଠାରେ ରାୟଗଡା ଆଇ ଆଇ ସି ଙ୍କ ନେତୃତ୍ୱ ରେ ରାୟଗଡା ଥାନରୁ ତିନି ଗୋଟି ଗାଡ଼ିରେ ପୋଲିସ ଆସି ସମସ୍ତଙ୍କୁ ଜବରଦସ୍ତି ଗିରଫ କରି ଥାନା ରେ ଅଟକ ରଖିଛନ୍ତି । ଭାରତୀୟ ଜନତା ପାର୍ଟିର ଶକ୍ତି ବୃଦ୍ଧି ଓ ସାଙ୍ଗଠନିୟ ରଣନୀତି ଆଗରେ ଭୟକରି ଏଭଳି କରିଛନ୍ତି । ରାଜ୍ୟ ସରକାରଙ୍କ ଙ୍କ ଚାପ ରେ ଯେଉଁ ଭଳି ଭାବେ ପୋଲିସ ଗଣତନ୍ତ୍ର ର କଣ୍ଠରୋଧ କରୁଛି ତାହାକୁ ଆମେ ଦୃଢ଼ ନିନ୍ଦା କରିଛନ୍ତି।

related posts

Leave a Comment