Home Breaking News / ତାଜା ଖବର ମର୍ମନ୍ତୁଦ ଦୁର୍ଘଟଣା

ମର୍ମନ୍ତୁଦ ଦୁର୍ଘଟଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର: ନରସିଂହପୁର ରୁ କମଳାଡିହ ଯିବା ବାଟ ରେ ଦ୍ଵିବେଦି ବସ୍ ଭାରସାମ୍ୟ ହରାଇ ଜଣେ ଲୋକ ଦେହରେ ମାଡ଼।ଏହି ଭଳି ଘଟଣା ଘଟିଛି ନରସିଂହପୁର ବ୍ଲକ ର ଘଣ୍ଟପଡ଼ା ଛକ ନିକଟରେ।ସୂଚନା ମହେଶ୍ୱର ବେହେରା(୫୫) ଭାଗ ରେ ଧରିଥିବା ବିଲରେ କାମ ସାରି ଘରକୁ ଫେରୁଥିବା ସମୟ ରେ ହଠାତ୍ ନରସିଂହପୁର ରୁ କମଲାଡ଼ିହ ଯାଉ ଥିବା ଦ୍ବିବେଦୀ ବସ୍ ନିଜର ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେଇ ବିଲ ଭିତରେ ପଶି ଯାଇ ଥିଲା ଛକ ନିକଟରେ ରହିଥିବା ଲୋକ ମାନେ ଆହତ ଥିବା ମହେଶ୍ୱର ବେହେରାଙ୍କୁ ୧୦୮ ଯୋଗେ ସଙ୍ଗେସଙ୍ଗେ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠେଇଥିଲେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ଟର ତାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରିଛନ୍ତି।

related posts

Leave a Comment