Home Breaking News / ତାଜା ଖବର ଭାଜପା ଉପସଭାପତି ଇସ୍ତଫା ଓ ଅଭିଯୋଗର ସ୍ଵଷ୍ଟିକରଣ ନେଇ ପ୍ରେସ ମିଟ-ଅଭିଯୋଗ ଭିତି ହୀନ ଅମୂଳକ;-ଭାଜପା

ଭାଜପା ଉପସଭାପତି ଇସ୍ତଫା ଓ ଅଭିଯୋଗର ସ୍ଵଷ୍ଟିକରଣ ନେଇ ପ୍ରେସ ମିଟ-ଅଭିଯୋଗ ଭିତି ହୀନ ଅମୂଳକ;-ଭାଜପା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୨/୧୧-(ଧନେଶ୍ବର ରାଉତ)-ରାଜନୀତିରେ ଘଡିକି ଘୋଡା ଛୁଟୁଛି କେତେବେଳେ କିଏ କଣ କହୁଛନ୍ତି ତାହା ଶୁଣିଲେ ଆବକ ଲାଗୁଚି। ଗତ କାଲିର ସାମ୍ବାଦିକ ସମିଳନୀରେ ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚା ଉପ ସଭାପତି ମୋଇନା ଆଚାର୍ଯ୍ୟ ଙ୍କ ସାମ୍ବାଦିକ ସମିଳନୀରେ ଦେଇଥିବା ମନ୍ତବ୍ୟ କୁ ନେଇ ଜିଲ୍ଲା ଭାଜପା ତରଫରୁ ଖଣ୍ଡନ କରିବା ସହ ଏହା ସମ୍ପୂର୍ଣ୍ଣ ଭିତି ହିନ ଓ କପୋକ କଳ୍ପିତ ବୋଲି ଜିଲ୍ଲା ନଗର ସଭାପତି ବିଦ୍ୟା ଭୂଷଣ ପଣ୍ଡା କହିଛନ୍ତି। ସେ କରିଥିବା ସଙ୍ଗୀନ ଅଭିଯୋଗ କୁ ନେଇ କହିଛନ୍ତି କି ବର୍ତ୍ତମାନ ବିରୋଧୀ ଶିବିରରେ ଭାଜପାର ଶକ୍ତି ବୃଦ୍ଧି ଦେଖି ଯୋଜନା ମୁତାବକ ପାର୍ଟିକୁ ବଦନାମ କେଇବାକୁ ଚେଷ୍ଟା କରାଯାଉଛି। ପୂର୍ବାପେକ୍ଷା ବର୍ତମାନ ଜିଲ୍ଲା ସଭାପତି ଶିବ ପଟନାୟକଙ୍କ ନେତୃତ୍ୱରେ ମହିଳା ସଂଗଠନ ର ଅବିବୃଦ୍ଧି ଘଟିଛି ସେଥିରୁ ସମସ୍ତେ ଅନୁମାନ କରିବା କଥା ବୋଲି କହିଛନ୍ତି। ଦଳ କାହାକୁ ଅଣଦେଖା କରିନାହିଁ କି କରିବ ନାହିଁ ବୋଲି ସ୍ୱଷ୍ଟି କରଣ ଦେଇଛନ୍ତି।

related posts

Leave a Comment