Home Breaking News / ତାଜା ଖବର ଆଶା କର୍ମୀଙ୍କ ବିକ୍ଷୋଭ

ଆଶା କର୍ମୀଙ୍କ ବିକ୍ଷୋଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ପାପଡାହାଣ୍ଡି ଆଶା କର୍ମୀ ତରଫରୁ ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ କରାଯାଇଥିଲା | ଏକ ଶୋଭାଯାତ୍ରାରେ କର୍ମୀ ମାନେ ବାହାରି ଗ୍ରାମ ପରିକ୍ରମା କରିଥିଲେ | ନିଜର ଦାବି ସ୍ଲୋଗାନ ମାଧ୍ୟମରେ ଉପସ୍ଥାପନା କରିଥିଲେ | ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ କରିବା ସହ 14ଦଫା ଦାବି ପତ୍ର ରାଜ୍ୟପାଳ ଙ୍କ ଉଦେଶ୍ୟରେ ବିଡ଼ିଓ ଙ୍କୁ ପ୍ରଦାନ କରିଥିଲେ

related posts

Leave a Comment