Home Breaking News / ତାଜା ଖବର ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦଶନରେ ବିଧାୟକ ଯୋଗ ଦେଲେ

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦଶନରେ ବିଧାୟକ ଯୋଗ ଦେଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ଅଭିବୃଦ୍ଧି ଯୋଗୁଁ ଗତ କିଛି ମାସ ହେଲା ପେଟ୍ରୋଲ,ଡ଼ିଜିଲେ, ରନ୍ଧନ ଗ୍ୟାସ,ଖାଇବା ତେଲ ଓ ପନିପରିବାର ଆକାଶ ଛୁଆଁ ଦର ବୃଦ୍ଧି ହେବା କାରଣରୁ ଜନସାଧାରଣ ନାହିଁ ନ ଥିବା ହଇରାଣ ହେଉଛନ୍ତି।ଏହି ସବୁର ଦର ହ୍ରାସ ପାଇଁ ବାସୁଦେବପୁର ବ୍ଲକର ବିଜୁ ଛାତ୍ର ଓ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଧାୟକ ନେତୃତ୍ୱରେ ବ୍ଲକର 36 ପଞ୍ଚାୟତରୁ ଶହ ଶହ ଛାତ୍ର ଯାଦବ ପଡିଆରୁ ବାହାରି ସହର ପରିକ୍ରମା କରାଯାଇଛି l ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କେନ୍ଦ୍ର ସରକାରଙ୍କ ବିରୋଧୀ ନାରା ଦେଇଥିଲେ।ଯେ ପର୍ଯ୍ୟନ୍ତ ଦରଦାମ ନିୟନ୍ତ୍ରଣକୁ ନ ଆସିଛି ସେ ପର୍ଯ୍ୟନ୍ତ ଏହି ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରହିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।ଅଭିନଵ ଉପାୟରେ ବ୍ଲକ ପ୍ରରିସରରେ ମହିଳା ମାନେ ଚୁଲି ଜାଲି ରୋଷେଇ କରି ବିକ୍ଷୋଭ ପ୍ରଦର୍ଶନ ପରେ ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ଏକ ସ୍ମାରକ ପତ୍ର ବାସୁଦେବପୁର ବିଡ଼ିଓ ଏବଂ ବାସୁଦେବପୁର ପୌରପାଳିକା କାଯ୍ୟନିବାହି ଅଧିକାରୀକୁ ପ୍ରଦାନ କରାଯାଇଛି

related posts

Leave a Comment