Home Breaking News / ତାଜା ଖବର ମା ବଳସ ଘରେନ ଫୁଟବଲ ଟୁର୍ନାମେଣ୍ଟ, ଭୋଜପୁର ଚମ୍ପିୟାନ

ମା ବଳସ ଘରେନ ଫୁଟବଲ ଟୁର୍ନାମେଣ୍ଟ, ଭୋଜପୁର ଚମ୍ପିୟାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତରାମ ଦଣ୍ଡସେନା): ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଖଇରା ହାଇସ୍କୁଲ ପଡିଆ ରେ ମା ବଳସ ଘରେନ ସ୍ପୋର୍ଟ୍ସ କ୍ଲବ ଖଇରା ଦ୍ୱାରା ଆୟୋଜିତ ମା ବଳସ ଘରେନ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି l ଫାଇନାଲ ମ୍ୟାଚ ରେ ଭୋଜପୁର ଦଳ ଖଇରା ଦଳକୁ 3-0ଗୋଲ ରେ ପରାସ୍ତ କରି ଚମ୍ପିୟାନ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ, ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟା ବାସନ୍ତୀ ମାଝୀ, ଭାଗିରଥି ଦଣ୍ଡସେନା, ମଝିଆ ମାଝୀ, ପୁରନ୍ଦର ମାଝୀ, ଗୋବର୍ଧନ ଦଣ୍ଡସେନା, ସୀତାରାମ ଦଣ୍ଡସେନା, ବିଜେଡି ନେତ୍ରୀ ହେମକାନ୍ତି ଦୁରିଆ, ତପସ୍ୱିନୀ ସାଗରିଆ, ବେଣୁଧର ଜଗତ,ଭୁବନେଶ୍ୱର ରାଉତ,ଲିଙ୍ଗରାଜ ମାଝୀ, ପ୍ରମୁଖ ମଂଚାସୀନ ଥାଇ ପୁରସ୍କାର ବିତରଣ କରିଥିଲେ l ବଳରାମ ସରଫ ଖେଳ ପରିଚାଳନା କରିଥିବାବେଳେ ମନୋଜ ଖମାରି ଓ ପ୍ରକାଶ ପାତ୍ର ଧରାବିବାରଣୀ ପ୍ରଦାନ କରିଥିଲେ l କମିଟି ର ମଙ୍ଗଳ ମାଝୀ, ପଦ୍ମନ ଦଣ୍ଡସେନା, ସତ୍ୟବନ୍ତ ମାଝୀ ପ୍ରମୁଖ ସହଯୋଗ କରିଥିଲେ l ମହେନ୍ଦ୍ର ବାଗ ଓ କୃଷ୍ଣଲାଲ ଦୁରିଆ ମଞ୍ଚ ପରିଚାଳନା କରି ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

related posts

Leave a Comment