Home Breaking News / ତାଜା ଖବର ଦଳ ଛାଡିଲେ ଭାଜପା ଯୁବ ମର୍ଚ୍ଚା ଉପ ସଭାପତି ଓ କଂଗ୍ରେସର ଜିଲ୍ଲା ମିଡିଆ ପ୍ରଭାରୀ

ଦଳ ଛାଡିଲେ ଭାଜପା ଯୁବ ମର୍ଚ୍ଚା ଉପ ସଭାପତି ଓ କଂଗ୍ରେସର ଜିଲ୍ଲା ମିଡିଆ ପ୍ରଭାରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୧/୧୧-( ଧନେଶ୍ବର ରାଉତ)-ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୁଷ୍ଟିରେ ରଖି ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଚଳ ଚଞ୍ଚଳ ହୋଇଥିବା ବେଳେ ଦଳ ଡିଆଁ ଓ ଦଳ ଛାଡିବା ଭଳି ଘଟଣା ଅଧିକ ଦେଖିବାକୁ ମିଳିଛି। ଆଜି ଏଭଳି ଏକ ଖବର ପ୍ରକାଶ କରିବା ପାଇଁ ଗଣ ମଧ୍ୟାମ ପ୍ରତିନିଧିଙ୍କୁ ଡାକି ସମିଳନୀ କରାଯାଇଛି। ରାୟଗଡ ଜିଲ୍ଲା ଭାଜପା ର ମହିଳା ଯୁବ ମୋର୍ଚ୍ଚା ଉପ ସଭାପତି ମୋଇନା ଆଚାର୍ଯ୍ୟ ଏହି ସମିଳନୀରେ ପାର୍ଟି ତରଫରୁ ତାଙ୍କୁ ଅବହେଳା କରାଯାଉଥିବା, ଓ ମାନସିକ, ଶାରୀରିକ ନିର୍ଯାତନା ଦେଇଥିବା କହିଛନ୍ତି। ସେହିଭଳି ଦୀର୍ଘ ସାତବର୍ଷ କାଳ ପୂର୍ବତନ ସଭାପତି ଓ ବର୍ତ୍ତମାନ ସଭାପତିଙ୍କ ନିର୍ଦେଶରେ ଦଳର ଶୃଙ୍ଖଳା ମାନି କାମ କରିଥିବାରୁ ଆଜି ଉପେକ୍ଷିତ ହେବେକୁ ପଡିଛି ବୋଲି ମନ୍ତବ୍ୟ ଦେଇଛନ୍ତି। ସେହିଭଳି କଂଗ୍ରେସ ଦଳ ର ଯୁବ ନେତାଜିଲ୍ଲା ମିଡିଆ ପ୍ରଭାରୀ ସୟାଦ ଜିୟାନୁଲ ହକ ଆଜି କଂଗ୍ରେସ ଦଳ ଛାଡି ଥିବା ପତ୍ର ମାଧ୍ୟମରେ ଜଣାଇଛନ୍ତି। ଏହି ଚିଠିରେ ଶ୍ରୀ ହକ ଜିଲ୍ଲା ସଭାପତି ଙ୍କୁ ଲେଖିଛନ୍ତି କି ଆମ ଯୁବ ପିଢୀକୁ ଅଣଦେଖା କରାଯାଉଛି ବୋଲି ଅନୁରୂପ ଅଭିଯୋଗ କରିଛନ୍ତି।ସେ ତାଙ୍କ ଦଶ ଜଣ ସମର୍ଥକଙ୍କୁ ନେଇ ଦଳ ଚଡ଼ିବେ ବୋଲି କଗିଛନ୍ତି। ଏନେଇ ଭାଜପା ଜିଲା ସଭାପତି ଶିବ ପଟନାୟକଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ କଂଗ୍ରେସ ଦଳର ଜିଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କୁ ଯୋଗାଯୋଗ ସମ୍ଭବ ହୋଇ

related posts

Leave a Comment