Home Breaking News / ତାଜା ଖବର ଓଡ଼ିଶାରେ ଭାରତ ସରକାରଙ୍କ ନେହୁରୁ ଯୁବ କେନ୍ଦ୍ର ପ୍ରଶିକ୍ଷଣ ସଚେତନ କାର୍ଯ୍ୟକ୍ରମ

ଓଡ଼ିଶାରେ ଭାରତ ସରକାରଙ୍କ ନେହୁରୁ ଯୁବ କେନ୍ଦ୍ର ପ୍ରଶିକ୍ଷଣ ସଚେତନ କାର୍ଯ୍ୟକ୍ରମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ଭାରତ ସରକାରଙ୍କ( ଓଡ଼ିଶା)ର ନେହୁରୁ ଯୁବ କେନ୍ଦ୍ର ଯଜନା ତରଫରୁ ରାୟଗଡା ଜିଲ୍ଲା ର ବିଭିନ୍ନ ବ୍ଲକ ରେ ଯଜନା ର କାର୍ଯ୍ୟକାରୀତା ଉଦେଶ୍ୟରେ ଗ୍ରାମାଞ୍ଚଳର ଯୁବଗଷ୍ଟି ଓ ମହାବିଦ୍ୟାଳୟ ର ଛାତ୍ର, ମାନଙ୍କୁ ପ୍ରଶିକ୍ଷଣ ତାଲିମ ଦେଇ ଆଗକୁ କେମିତି ବଡ଼ିବେ ସେ ଉଦେଶ୍ୟରେ ରାୟଗଡା ଜିଲ୍ଲା ଯୁବ କଡିନେଟର ଶ୍ରୀ ରମେଶ ବୁକିୟା ଙ୍କ ନିର୍ଦେଶରେ ବ୍ଲକ ଭଲିଏଣ୍ଟର ଶ୍ରୀ ମହନ ବାବୁ ନାଗ ଓ ଶ୍ରୀ ସୁରେଶ ନାଗ, ରାମନାଗୁଡା ବ୍ଲକ ପlଣ୍ଡାର ଝଲି, ନାଲ କଣ୍ଡl, ଗୁଲୁମୁଣ୍ଡା, ହାଡୁଗୁଡା,ନିମାଲ ଗୁଡା, ବିଭିନ୍ନ ଗ୍ରାମରେ ଯାଇ ଯୁବଗଷ୍ଟି ଙ୍କୁ ସଂଗଠନ କରି ପ୍ରଶିକ୍ଷଣ ଦେଇଥିଲେ l ପ୍ରଶିକ୍ଷଣ ରେ covid ସଚେତନତା କାର୍ଯ୍ୟକ୍ରମ,ସହିତ ଗ୍ରାମର ସୋଫେଇ କିପରି ହେବ, ଯୁବଗଷ୍ଟି କେହି ବେକାର ନ ରହି ଆଗକୁ କିପରି ରଜଗାର ର ପନ୍ଥା ଆପଣାଇବେ, ଏବଂ ଖେଳ କୁଦ ରେ କିପରି ଭଲ ପ୍ରଦର୍ଶନ କରି ଆଗକୁ ବଡ଼ିବେ ସେ ବିଷୟରେ ନେହୁରୁ ଯୁବ କେନ୍ଦ୍ର ତରଫରୁ ପ୍ରତି ବ୍ଲକ ରେ 50 ଟି ୟୁଥ ସଂଗଠନକରି ପ୍ରତ୍ୟେକ ଗ୍ରୁପଙ୍କ ନାମ ରେ ଏକ ଜଡିତ ପାସବୁକ ଖଲlଯାଇ ତାଙ୍କଖାତା କୁ ପଇସା ଆସିବ ସେହି ପଇସା ଯୁବକ ମାନଙ୍କୁ ହେଲଥ, ସଚେତନତା କାର୍ଯ୍ୟକ୍ରମ,ଖେଳ କୁଦ ମାଧ୍ୟମରେ ତାଲିମ ଦେଇ ପ୍ରଥେମେ ତାଲିମ ପ୍ରାପ୍ୟ ହଇଥିବା ଲୋକଙ୍କୁ ବ୍ଲକ ଲେବେଲ ରେ ପ୍ରଦର୍ଶନ କରିବା ପରେ ଜିଲ୍ଲା କୁ ପଠା ଯିବ ତା ପରେ ରାଜ୍ୟକୁ ପ୍ରଦର୍ଶନ ରେ କୃତ୍ୟ କାର୍ଯ୍ୟ ହଇଥିବା ଲୋକଙ୍କୁ ପ୍ରମାଣ ପତ୍ର ମଧ୍ୟ ଦିଆଯିବ l ଏହିପରି ଭାବରେ ସବୁ କାର୍ଯ୍ୟ କାରି କରାଯିବ ।

related posts

Leave a Comment