Home Breaking News / ତାଜା ଖବର ଏଣିକି ରାସ୍ତାରେ ମନ ଇଚ୍ଛା ଚଳାଇ ପାରିବେନି ଗାଡି

ଏଣିକି ରାସ୍ତାରେ ମନ ଇଚ୍ଛା ଚଳାଇ ପାରିବେନି ଗାଡି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର : ଗାଡ଼ି ବେଗରେ ଲାଗିଲା କଟକଣା । ରାଜ୍ୟରେ ମନ ଇଚ୍ଛା ଗାଡ଼ି ଚଳାଇ ପାରିବେନି ଚାଳକ। ବିଭିନ୍ନ ଗାଡ଼ି ପାଇଁ ନିର୍ଦ୍ଧାରିତ ହେଲା ସର୍ବୋଚ୍ଚ ବେଗ ସୀମା ।

କେଉଁ ରାସ୍ତାରେ କେତେ ବେଗରେ ଗାଡ଼ି ଚଳାଇ ହେବ ତାହାର ତାଲିକା ଜାରି କରିଛି ରାଜ୍ୟ ପରିବହନ ବିଭାଗ।

ରାଜ୍ୟରେ ଦୈନିକ ଦୁର୍ଘଟଣା ସଂଖ୍ୟା ବଢ଼ୁଥିବା ବେଳେ ପରିବହନ କର୍ତ୍ତୃପକ୍ଷ ଧାର୍ଯ୍ୟ କରିଛନ୍ତି ଗାଡ଼ିର ବେଗ ।

related posts

Leave a Comment