Home Breaking News / ତାଜା ଖବର ୫ ଦଫା ଦାବୀ ପୂରଣ ନେଇ ଲ୍ୟlମ୍ପସ କର୍ମଚାରୀଙ୍କ ଧାରଣା

୫ ଦଫା ଦାବୀ ପୂରଣ ନେଇ ଲ୍ୟlମ୍ପସ କର୍ମଚାରୀଙ୍କ ଧାରଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -20/11(ସୁନୀଲପଟ ନା ୟକ )
ଓଡିଶା କର୍ମଚାରୀ ମହାସଂଘ ଡ଼ାକରାରେ କନ୍ଧମାଳ ବୌଦ୍ଧ ଜିଲ୍ଲାର ୬୬ ଗୋଟି ସମବାୟ ସମିତି ଲ୍ୟାମ୍ପସ ଓ ପ୍ୟାକସ କର୍ମଚାରୀ ମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା ସହ ପାଞ୍ଚ ଦଫା ଦାବି ନେଇ ଫୁଲବାଣୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି କନ୍ଧମାଳ ଓ ବୌଦ୍ଧ ସମବାୟ କର୍ମଚାରୀ ସଂଘ। ଓଡ଼ିଶାର ମୋଟ 2708 ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପସ ରେ କାର୍ଯ୍ୟରତ କର୍ମଚାରୀ ସରକାରୀ ମାନ୍ୟତା ଦିଆଯାଉ ବୋଲି ସଂଘ ଦାବି କରିଛି। ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁଯାଇ ସମସ୍ତ ବର୍ଗର କର୍ମଚାରି ମାନଙ୍କୁ ଦରମା ଓ ରାଜ୍ୟ ସରକାରଙ୍କ ବର୍ଦ୍ଧିତ ମହଙ୍ଗା ଭତା ଲ୍ୟାମ୍ପସ କର୍ମଚାରୀମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉ। ଏବଂ ମହାମା ରି କରୋନା ସମୟରେ କୋଭିଡ଼ ରେ ମୃତ୍ଯୁ ବରଣ କରିଥିବା କର୍ମଚା ରୀଙ୍କୁ କୋଭିଡ଼ ଯୋଦ୍ଧା ଭାବେ ଘୋଷଣା କରାଯିବା ସହ 50 ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ। ଏହି ପାଞ୍ଚ ଦଫା ଦାବି ନେଇ ସମବାୟ କର୍ମଚାରୀ ସଂଘ ର କର୍ମଚାରୀ ମାନେ କାର୍ଯାଳୟ ସମ୍ମୁଖରେ ଧାରଣା ଦେବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।

related posts

Leave a Comment