Home Breaking News / ତାଜା ଖବର ୪୬ ବର୍ଷ ବୟସରେ ମା’ ହେଲେ ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା

୪୬ ବର୍ଷ ବୟସରେ ମା’ ହେଲେ ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁମ୍ବାଇ: ୪୬ ବର୍ଷ ବୟସରେ ମା’ ହେଲେ ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା। ପ୍ରୀତି ଓ ତାଙ୍କ ସ୍ୱାମୀ ଜେନ୍‌ ଗୁଡେନୋଫ ଉଭୟ ଯାଁଳା ସନ୍ତାନଙ୍କ ପିତାମାତା ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଝିଅ ଓ ଜଣେ ପୁଅ ଥିବା ଜଣାଯାଇଛି। ପ୍ରୀତି ଏନେଇ ଆଜି ସକାଳେ ଇନଷ୍ଟାରେ ଏକ ପୋଷ୍ଟ ଶେଆର କରି ନିଜ ଫ୍ୟାନ୍ସଙ୍କୁ ଜଣାଇ ଚକିତ କରି ଦେଇଛନ୍ତି।

related posts

Leave a Comment