Home Breaking News / ତାଜା ଖବର ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ବିରଳ ଚନ୍ଦ୍ର ଗ୍ରହଣ

ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ବିରଳ ଚନ୍ଦ୍ର ଗ୍ରହଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ ୧୯ ନଭେମ୍ବର ୨୦୨୧ ରେ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଏହା ଏକ ଆଂଶିକ ଚନ୍ଦ୍ର ଗ୍ରହଣ ହେବ ଯାହାକି ଭାରତରେ ଉପଛାୟା ଚନ୍ଦ୍ର ଗ୍ରହଣ ଭାବରେ ଗ୍ରହଣ କରାଯିବ। ଏହା ଏକ ବିରଳ ଚନ୍ଦ୍ରଗ୍ରହଣ ବୋଲି କୁହାଯାଉଛି।

ଏହି ଚନ୍ଦ୍ର ଗ୍ରହଣ ଦୀର୍ଘ ସମୟ ଧରି ସଂଗଠିତ ହେଉଥିବା ଆଂଶିକ ଚନ୍ଦ୍ର ଗ୍ରହଣ। ଜ୍ୟୋତିର୍ବିଜ୍ଞାନୀମାନେ ବିଶ୍ବାସ କରନ୍ତି ଯେ ୫୮୦ ବର୍ଷ ପରେ ପୁଣି ଏକ ଦୀର୍ଘ ଚନ୍ଦ୍ର ଗ୍ରହଣ ପୁନର୍ବାର ଦୃଶ୍ୟମାନ ହେବ। ଏହି ଦୀର୍ଘ ସମୟ ଚନ୍ଦ୍ର ଗ୍ରହଣ ପୂର୍ବରୁ ୧୮ ଫେବୃଆରୀ ୧୪୪୦ ରେ ଘଟିଥିଲା।

related posts

Leave a Comment