Home Breaking News / ତାଜା ଖବର କନ୍ଧମାଳ ଜିଲ୍ଲାରେ ବିଜୁ ସ୍ଵାସ୍ଥ୍ୟକଲ୍ୟାଣ ଯୋଜନାରେ ୧ ଲକ୍ଷ୬୫ ହଜାର ଜଣ ସାମିଲ

କନ୍ଧମାଳ ଜିଲ୍ଲାରେ ବିଜୁ ସ୍ଵାସ୍ଥ୍ୟକଲ୍ୟାଣ ଯୋଜନାରେ ୧ ଲକ୍ଷ୬୫ ହଜାର ଜଣ ସାମିଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୧୮/୧୧(ସୁନୀଲପଟନାୟକ): ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ କନ୍ଧମାଳ ଜିଲ୍ଲାର ୧ଲକ୍ଷ୬୫ ହଜାର ୯୭ ଜଣଙ୍କୁ ସାମିଲ କରାଯାଇଛି। ଆସନ୍ତା ୨୨ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଏହି ଯୋଜନାର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରୁ ୨୫୦ ଜଣ ହିତାଧିକାରୀ ଯୋଗଦେବେ। ସେଥିମଧ୍ୟରୁ ୧୦ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଏହି ସ୍ମାର୍ଟ କାର୍ଡ଼ ପ୍ରଦାନ କରିବାବେଳେ ଅନ୍ୟ ଅତିଥି ମାନେ ବାକିସବୁ ପ୍ରଦାନ କରିବେ ।
ସରକାରୀ ସୁତ୍ରରୁ ଜଣାପଡିଛି ଯେ, ବାଲିଗୁଡ଼ା ବ୍ଳକରେ ବିଜୁ କୃଷକ କଲ୍ୟାଣ ଯୋଜନା ଏସ
ୱ ୲ନରେ ୨ ୨୮୩ ଓଏସ.-୨ରେ ୧୫ ହଜାର ୮୩ ଜଣ ଏହିପରି ୧୭ହଜାର ୯୬୬ଜଣଙ୍କୁ ବି ଏସକେୱ।ଇ ଯୋଜନାରେ ସାମିଲ କରାଯାଇଥିବାବେଳେ ଚକାପାଦ ବ୍ଲକ୍ ରେ ମୋଟ ୮ହଜାର ୮୩୧,ଦାରିଙ୍ଗବାଡିରେ ୨୦ ହଜାର ୮୫୪, ଜିଉ ଦୟଗିରି ୯ହଜାର ୯୨.ଜି ଉଦୟଗିରି ଏନଏସି ୧୦୯୨, କନୂଆଗାଁ୧୧ହଜାର ୨୪୪. ଖଜୁରୀପଡ଼ା ୧୬ ହଜାର ୯୧୬, କୋଟଗଡ଼ ୧୦ହଜାର୧୩୨,
ଫିରିଙ୍ଗିଆ ୧୭ହଜାର ୯୧୯,ଫୁଲବାଣୀ ୧୧ହଜାର ୬୧ ଜଣ ଫୁଲବାଣୀ ମୁନିସପାଲିଟିର ହଜାର ୫୩୪, ରାଇକିଆ ୧୨ହଜାର ୩,ଟିକାବାଲି ୧୨ ହଜାର ୩୫୧, ଓ ତୁମୁଡିବନ୍ଧ ୧୩ ହଜାର ୧୦୨ ଜଣ ଏହିପରି ମୋଟ ୧ଲକ୍ଷ୬୫ ହଜାର ୯୭ ଜଣଙ୍କୁ ଏଥିରେ ସାମିଲ କରାଯାଇଛି ।

related posts

Leave a Comment