Home Breaking News / ତାଜା ଖବର ବାଲିଗୁଡ଼ାରୁ ପୁଣି ବଜ୍ରକାପ୍ତା ଜବତ ୨ଗିରଫ

ବାଲିଗୁଡ଼ାରୁ ପୁଣି ବଜ୍ରକାପ୍ତା ଜବତ ୨ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୧୮/୧୧(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନବିଭାଗକୁ ମିଳିଛି ସଫଳତା । କୌଣସି ସୁତ୍ରରୁ ଖବର ପାଇ ଏସଟି ଏଫ ଓ ବାଲିଗୁଡ଼ା ବନ ବିଭାଗ ବାଲିଗୁଡ଼ା ଅଞ୍ଚଳରେ ମିଳିତଭାବେ ଚଢ଼।ଉ କରି ଚୋରାଚାଲାଣ କରିବାପାଇଁ ରଖାଯାଇଥିବା ଏକ ବଜ୍ରକାପ୍ତା ଉଦ୍ଧାର କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ବଜ୍ରକାପ୍ତାରଓଜନ ୧୧କିଲେ। ହେବ. I
ଅଭିଯୁକ୍ତ ମାନେ ହେଲେ ସୁଡ୍ରା ପଞ୍ଚାୟତ ସୋନୁବାଲି ଗ୍ରାମ ର ଶିବାନନ୍ଦ ମଲିକ, ଓ ବାରଖମାର ରାଷ୍ଟ୍ରପତିଭୋଇବୋଲି ଜଣାପଡିଛି । ଏମାନଙ୍କ ନାମରେ ବନ ବିଭାଗ ୪/୨୧ରେ ମାମଲା ରୁଜୁ କରାଯାଇଥିବା ବନ ବିଭାଗ 6ରଂଜରଉଦିତ କୁମାର ପ୍ରଧାନ କହିଛନ୍ତି ।
ଏଥି ପୂର୍ବରୁ ଗତ୨/୩ ମାସ ତଳେ ବାଲିଗୁଡା ବନ ବିଭାଗ ବଜ୍ରକାପ୍ତା ଉଦ୍ଧାର କରିଥିଲା ।

related posts

Leave a Comment