Home Breaking News / ତାଜା ଖବର ଜଟଣୀ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କରୋନା ପଜିଟିଭ୍

ଜଟଣୀ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କରୋନା ପଜିଟିଭ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର : ଜଟଣୀ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କରୋନା ପଜିଟିଭ୍ । ଏବଂ ତାଙ୍କ ପତ୍ନୀ ମଧ୍ୟ କୋଭିଡ ପିଜିଟିଭ୍ ଥିବା ଜଣାପଡିଛି । ଏନେଇ ତାଙ୍କ ପରିବାରବର୍ଗଙ୍କ ପକ୍ଷରୁ ସୂଚନା ମିଳିଛି ।

ସବୁ ବେଳେ କିଛି ନା କିଛି କଥା କହି ଚର୍ଚ୍ଚାରେ ଥାନ୍ତି ସୁର ରାଉତରାୟ । ମାର ତାଳି ହେଉଛି ସୁର ରାଉତ ରାୟଙ୍କ ଫେମସ ଡାଇଲଗ୍ ।

ଅନ୍ୟପଟେ ପୂର୍ବ ମାସରେ ସୁର ରାଉତରାୟ ଓ ତାଙ୍କ ପତ୍ନୀଙ୍କୁ ନେଇ ‘ତୋ ପ୍ରେମରେ ପଡିଗଲି କି ‘ ମ୍ୟୁଜିକ ଭିଡିଓ ରିଲିଜ ହୋଇଥିଲା । ଏହି ଭିଡିଓ ମଧ୍ୟ ବେଶ୍ ପ୍ରଂଶସା ସାଉଁଟିଥିଲା ।

related posts

Leave a Comment