Home Breaking News / ତାଜା ଖବର ଓଡ଼ିଶାର ବିଭିନ୍ନ ଫର୍‌ନିଚର୍‌ ଶୋ’ରୁମରେ ଜିଏସ୍‌ଟି ଚଢାଉ

ଓଡ଼ିଶାର ବିଭିନ୍ନ ଫର୍‌ନିଚର୍‌ ଶୋ’ରୁମରେ ଜିଏସ୍‌ଟି ଚଢାଉ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ଟ୍ବିନ୍‌ ସିଟି ସମେତ ଓଡିଶାର ବିଭିନ୍ନ ଫର୍‌ନିଚର୍‌ ଶୋ’ରୁମରେ ସିଜିଏସ୍‌ଟି ଚଢାଉ କରିଛି।

ଜିଏସ୍‌ଓି ଟିକସ ପରିଶୋଧ ନକରିବା କିମ୍ବା କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ବର, ସମ୍ବଲପୁର, ରାଉରକେଲା, ବରଗଡ, ଭବାନୀପାଟଣା ଏବଂ ବ୍ରହ୍ମପୁରର ୧୫ଟି ଆଇରନ୍‌ ଏବଂ ଉଡ୍‌ ଫର୍‌ନିଚର୍‌ ଶୋ’ରୁମରେ ଅଧିକାରୀମାନେ ଚଢାଉ କରିଥିଲେ।

related posts

Leave a Comment