Home Breaking News / ତାଜା ଖବର ରାୟଗଡ ନଗର ଭାଜପାଦ୍ୱାରା ଶହୀଦ ବିର୍ଷା ମୁଣ୍ଡା ଜୟନ୍ତୀ ପାଳିତ

ରାୟଗଡ ନଗର ଭାଜପାଦ୍ୱାରା ଶହୀଦ ବିର୍ଷା ମୁଣ୍ଡା ଜୟନ୍ତୀ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୫/୧୧-(ଧନେଶ୍ବର ରାଉତ)- ରାୟଗଡ ନଗର ଭାଜପା ଦ୍ୱାରା ଜନଜାତି ନାୟକ କ୍ରାନ୍ତୀ ବିର ସ୍ୱାଧୀନତା ସଂଗ୍ରାମୀ ସହିଦ ବିର୍ଷା ମୁଣ୍ଡା ଙ୍କ ଜୟନ୍ତୀ ପାଳନ କରାଯାଇଛି। ଜନ ଜାତିର ଜନ ନାୟକଙ୍କ ଆମର ଗାଥା ର ଅନେକ କାହାଣୀ ଗୁଡିକୁ ବରିଷ୍ଠ ବିଜେପି ନେତା କାଳୀରାମ ମାଝୀ ଆଲୋକପାତ କରିଥିଲେ। ତାଙ୍କର ଆଦିବାସୀ ପ୍ରଜାମେଳି କରି ଫିରିଙ୍ଗି ଶାସକଙ୍କ ନିଦ ହଜାଇ ଦେଇଥିଲେ। ତେଣୁ ଶ୍ରୀ ମୁଣ୍ଡାଙ୍କୁ ଷଡ଼ଯନ୍ତ୍ର କରି ଜୀବନରେ ମାରି ଦେଇଥିଲେ। ଗରିବ ଆଦିବାସୀଙ୍କ ମନରେ ଦେଶ ପ୍ରାଣ ର ମମତା ଜାଗ୍ରତ କରାଇ ନିଜ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିବା ପାଇଁ ପ୍ରେରଣା ସାଜିଥିଲେ। ତାଙ୍କର ତ୍ୟାଗ ଉତ୍ସର୍ଗ ପାଇଁ ଦେଶ ସର୍ବଦା ମନେ ରଖିବ ତାଙ୍କ ପାଇଁ ମୁଣ୍ଡା ଜନଜାତି ସର୍ବଦା ଗର୍ବିତ ରହିବ ବୋଲି ନଗର ସଭାପତି ଶ୍ୟାମ ଦାସ କଗିଛନ୍ତି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚା ର ସାଧାରଣ ସମ୍ପାଦକ ଶ୍ରୀ କାଲିରାମ ମାଝୀ ଯୋଗ ଦେଇ ପୁଣ୍ୟ ଆତ୍ମା ବିର୍ସା ମୁଣ୍ଡା ଙ୍କ ବିଷୟରେ ଆଲୋକପାତ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ କିଶୋର ପଣ୍ଡା, ଜିଲ୍ଲା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା, ଶ୍ରୀମତୀ ମଞ୍ଜୁଳା ମିନିଆକା,ଏମ. ବିଦ୍ୟା ସାଗର, ସନ୍ତୋଷ ସାହୁ ସହ ଜିଲ୍ଲା ଏବଂ ନଗର ବିଜେପି ର ପଦାଧିକାରୀ ଯୋଗ ଦେଇଥିଲେ।

related posts

Leave a Comment