Home Breaking News / ତାଜା ଖବର ଅଧ୍ୟକ୍ଷ ପଦସଂରକ୍ଷଣ ଘୋଷଣାକୁ ଅନାଇଛନ୍ତି ନେତା

ଅଧ୍ୟକ୍ଷ ପଦସଂରକ୍ଷଣ ଘୋଷଣାକୁ ଅନାଇଛନ୍ତି ନେତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲ ବାଣୀ-୧୫/୧୧(ସୁ ନୀ ଲ ପଟନାୟକ): ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ କରିବାଲାଗି ସରକାର ଗ୍ରିନ ସିଗ୍ନାଲ ଦେଲେଣି।
ୱ ୲ର୍ଡ ତାଲିକ। ମଧ୍ୟ ପ୍ରକାଶ ପାଇଲାଣି। ଫଳରେ ସହରାଞ୍ଚଳରେ ରାଜନୈତିକ ଉଷ୍ଣ ତା ଦେଖା ହେଲାଣି। ଶାସକ ବିଜେଡି ଦଳ ସମେତ ବିଜେପି ଓ କଂଗ୍ରେସ ମଧ୍ୟ ସଜବାଜ ହେଲେଣି ।କନ୍ଧମାଳ ଜିଲ୍ଲାର ଫୁଲବାଣୀ ମୁନିସପାଲଟି ସମେତ ଜିଉଦୟଗିରି ଓ ବାଲିଗୁଡ଼ା ଏନଏସି ରେ ନିର୍ବାଚନ ହେବ। ତେବେ ଏଥର ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ। ପୂର୍ବରୁ କାଉନସିଲର ମାନଙ୍କଦ୍ୱାରା ଅଧକ୍ଷ ପଦ ପାଇଁ ନିର୍ବାଚନ ହେଉଥିଲା । ତେବେ ଏ ଯାଏଁ ସଂରକ୍ଷଣ ତାଲିକ। ପ୍ରକାଶ ପାଇନି ଏଯାଏ ।
କେବେ ପ୍ରକାଶ ପାଇବ ଜଣାପଡିନି ।
ଏଥର ଅଧ୍ୟକ୍ଷ ପଦବୀ ହାତେଇବାଟା ଏତଟା ସହଜ ନୁହେଁ ।
ହେଲେ ସଂରକ୍ଷଣ ତାଲିକ।କୁ ଅନାଇ ବସିଛନ୍ତି ସବୁ ଦଳର ପ୍ରାର୍ଥୀ। ସଂରକ୍ଷଣ ତାଲିକା ପ୍ରକାଶ ପାଇଲେ ଟିକେଟ ପାଇଁନିଜନିଜ ପ୍ରିୟ ନେତାଙ୍କ ନିକଟରେଲବି ଆରମ୍ଭ କରିବେ ।
ଗତ ପୌର ନିର୍ବାଚନରେ ଜିଲ୍ଲାର ୩ଟି ଯାକ ଆସନ ବିଜେଡି ଦଳ ହାତରେ ଥିଲା । ଫୁଲ ବାଣୀ ପୌର। ଧ୍ୟକ୍ଷ ପଦବୀକୁ ଯୁବ ବିଜେଡି ନେତା ରାଜେନ୍ଦ୍ର କହଁର ସମ୍ଭାଳିଥିବା ବେଳେ ଜିଉଦୟଗିରି ପୌରଅଧ୍ୟକ୍ଷ ଭାବେ ଯୁବନେତା ସଞ୍ଜିବପାତ୍ର, ସମ୍ଭାଳିଥିବାବେଳେ ବାଲିଗୁଡ଼ା ପୌରାଧ୍ଯକ୍ଷ ଭାବେ ପ୍ରଥମେ ମହିଳା ଥିବା ବେଳେ ପରେ ତାଙ୍କୁ ଅନାସ୍ଥାରେ ହଠାଇ ଲୋକନାଥ ପାଢି ପଦ ବୀସମ୍ଭାଳିଥିଲେ । ହେଲେ ଏଥର ସିଧାସଳଖ ନିର୍ବାଚନ ନେଇ ବିଜେପି ବେଶ ଉତ୍ସାହିତ ରହିଛି । କାରଣ ୩ଟି ଯାକ ସ୍ଥାନରେ ଗତ ସାଧାରଣ ନିର୍ବାଚନରେ ବିଜେପି ଆଗୁଆ ରହିଥିଲା। ବିଜେଡି ଦ୍ୱିତୀୟ ସ୍ଥାନରେ ଥିବା ବେଳେ କଂଗ୍ରେସ ୩ୟ ରେ ରହିଛି। ଏଣୁ ବିଜେପି ଭଲ କରିବ ଆଉ ଅଧ୍ୟକ୍ଷ ପଦବୀ ହାତେଇବ ବୋଲି ଲକ୍ଷ୍ୟ ରଖିଛି ।
ହେଲେ ଅଧ୍ୟକ୍ଷ ପଦସଂରକ୍ଷଣ ଚୁଡ଼।ନ୍ତ ତାଲିକ। ପ୍ରକାଶ ପାଇଲେ କେଉ ଦଳର କଣରଣନିତୀ ରହୁଛି ଦେଖିବାର କଥା।

related posts

Leave a Comment