Home Breaking News / ତାଜା ଖବର ଖରିଫ ଧାନ ସଂଗ୍ରହ ପ୍ରକ୍ରୀୟା ଓ ଧାନର ମାନ ନିଦ୍ଧାରଣ ଓ ସର୍ବନିମ୍ନ ସରକାରୀ ସହାୟକ ମୂଲ୍ୟ ତଥା ପି ପାସ ସମ୍ବନ୍ଦୀୟ ପ୍ରଶିକ୍ଷଣ ଶିବିର

ଖରିଫ ଧାନ ସଂଗ୍ରହ ପ୍ରକ୍ରୀୟା ଓ ଧାନର ମାନ ନିଦ୍ଧାରଣ ଓ ସର୍ବନିମ୍ନ ସରକାରୀ ସହାୟକ ମୂଲ୍ୟ ତଥା ପି ପାସ ସମ୍ବନ୍ଦୀୟ ପ୍ରଶିକ୍ଷଣ ଶିବିର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା: ଆଜି ବିନିକା ଉପ ବଜାର ସଭାଗୃହ ଠାରେ ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରୀୟା ଓ ଧାନର ମାନ ନିଦ୍ଧାରଣ ଓ ସର୍ବନିମ୍ନ ସରକାରୀ ସହାୟକ ମୂଲ୍ୟ ତଥା ପି,ପାସ ସମ୍ବନ୍ଦୀୟ ପ୍ରଶିକ୍ଷଣ ଶିବିର ଡ଼ୁଙ୍ଗୁରିପାଲି ନିୟତ୍ରୀତ ବଜାର କମିଟି ସମ୍ପାଦକ ଉଦିତ ବାବୁ ଙ୍କ ସଭାପତିତ୍ବରେ ଅନୁଷ୍ଟିତ ହୋଇଯାଇଛି ାଏଥିରେ ସୁବର୍ଣ୍ଣପୁର ଏଆରଏସ କାହ୍ନୁ ଚରଣ ସାହୁ, ଏ ସିଏସଓ ତ୍ରୀନାଥ ଭୋଇ ଓ ଲଲିତ ପଟ୍ଟନାୟକ, ଚାଷୀ ନେତା ସରର୍ଜନ ପଣ୍ଡା ,ବିନିକା ଏମଆଇ ରାଜକିଶୋର ସ୍ବାଇଁ,ଓ ଡ଼ୁଙ୍ଗୁରିପାଲି ଏମଆଇ ଜଗନ୍ନାଥ ଭୋଇ, କ୍ବାଲିଟି ଏନଭାଇଜର ସୁବ୍ରତ ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରୀୟା ଉପରେ ବିନିକା ବ୍ଳକ ୧୦ ଟି ପେସ୍ଥ ଓ ୬ ଟି ଏସଏଚଜି ମହିଲା ଗୃପ ଓ ଡ଼ୁଙ୍ଗୁରିପାଲି ବ୍ଳକ ୧୨ ଗୋଟି ପେସ୍କ ଓ ୯ ଗୋଟି ଏସଏଚଜି ଗୃପର ମାନଙ୍କର ସଭାନେତ୍ରୀ ନେତ୍ରୀ ,ସମ୍ପାଦକ ଓ ଡ଼ିଇଓ ଓ ପେସ୍ଖ ମାନଙ୍କର ସମ୍ପାଦକ ଓ ଡ଼ିଇଓ ମାନଙ୍କୁ ଖରିଫ ଧାନ ସଂଗ୍ରହ ପ୍ରକ୍ରୀୟା ଓ ଧାନର ମାନ ନିଦ୍ଧାରଣ ଓ ସର୍ବନିମ୍ନ ସରକାରୀ ସହାୟକ ମୂଲ୍ୟ ତଥା ପି,ପାସ ସମ୍ବନ୍ଦୀୟ ପ୍ରଶିକ୍ଷଣ ଦେଇ ଥିଲେ ା ଏଥିରେ ବିନିକା ଆରଏମସି ସରତ କୁମାର ତ୍ୟୀପାଠୀ, ଅଶୋକ ପାଣ୍ଡେ, ଭକ୍ତରାମ ପଧାନ, ସୁଶାନ୍ତ କୁମାର ମେହେର,ସମେତ ସମସ୍ତ କର୍ମଚାରୀ ସହଯୋଗକରିଥିଲେ ା

related posts

Leave a Comment