Home Breaking News / ତାଜା ଖବର ନୂଆ ଗାଡି କିଣି ଫେରିବା ବେଳେ ଦୁର୍ଘଟଣା, ୨ଆହତ

ନୂଆ ଗାଡି କିଣି ଫେରିବା ବେଳେ ଦୁର୍ଘଟଣା, ୨ଆହତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୧୪/୧୧(ସୁନୀଲପଟନାୟକ)
ନୁଆଁ ଗାଡି କିଣି ବେଶ ହସଖୁସିରେ ଫେରୁ ଥିଲେ କନ୍ଧମାଳ ଜିଲ୍ଲାର ଜିଉଦୟଗିରିର ଦୁଇ ଜଣସାଙ୍ଗ । ସେମାନେ ହେଲେ ଠିକାଦାର ସଞ୍ଜୟ ମହାନ୍ତି, ଓ ତାଙ୍କ ବନ୍ଧୁ ।
ଘର ମଧ୍ୟ ପୁରା ପାଖ ହୋଇ ଆସିଥିଲା, Iଘର ଲୋକେ ମଧ୍ୟ ଖୁସିରେ ଅପେକ୍ଷା ମଧ୍ୟ କରିଥିଲେ।
ହେଲେ ବିଧିର ବିଧାନ କେ କରିବ ଆନ. . . .
ସେତେବେଳକୁ ରାତି ଦୁଇଟା କଳିଙ୍ଗା ଘାଟିରେ ଗାଡିଟି ଭ।ର ସ।ମ୍ୟ ହରାଇ ଓଲଟି ପଡିଥିଲା । ଘରେ ପହଞ୍ଚିବାକୁ ମାତ୍ର ୮ କିମି ବାକି ଥିଲା।
ଦୁର୍ଘଟଣା ପରେ ସଞୟ ଓ ସାଙ୍ଗ ଗୁରୁତର ଆହତ ହୋଇ ଯାଇଥିଲେ । ସେମାନଙ୍କୁ ଅଗ୍ନିଶମ ବାହିନି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ପ୍ରଥମେ ଜି ଉଦୟଗିରି ମେଡିକାଲ ଓ ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଜି.ଉଦୟଗିରି ପୋଲିସ ଏ ନେଇ ମାମଲା ରୁଜ୍ଜ କରିଛି।

related posts

Leave a Comment