Home Breaking News / ତାଜା ଖବର ଦାନିପାଳି ଛକ ଠାରେ ପେଟ୍ରୋଲ ଟେଙ୍କର ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ଼୍ରାଇଭର, ହେଲପର

ଦାନିପାଳି ଛକ ଠାରେ ପେଟ୍ରୋଲ ଟେଙ୍କର ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ଼୍ରାଇଭର, ହେଲପର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା ୧୩-୧୧ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର -ବିନିକା – ଡୁଙ୍ଗୁରିପାଲି ମୂଖ୍ୟ ରାସ୍ତାର ବିନିକା ଥାନା ଦାନିପାଳି ଛକ ଠାରେ ପେଟ୍ରୋଲ ଟେଙ୍କର ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ଼୍ରାଇଭର, ହେଲପର l ଝାରସୁଗୁଡ଼ା ଠାରୁ OR05AT0829 ଟ୍ୟାଙ୍କର ପେଟ୍ରୋଲ ଓ ଡିଜେଲ ଭର୍ତ୍ତି ହୋଇ ରାୟଗଡ଼ା ଲକ୍ଷ୍ମଣପୁର ଯାଉଥିବା ସମୟରେ ଗତକାଲି ବିଳମ୍ବିତ ରାତ୍ରୀ ସମୟରେ ଦୁର୍ଘଟଣା ହୋଇଥିଲା l ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ୟାଙ୍କର ଡ଼୍ରାଇଭର ଓ ହେଲପର l ଟ୍ୟାଙ୍କର ଦୁର୍ଘଟଣା ହେବା ପରେ ଗାଡିରେ ଥିବା ପେଟ୍ରୋଲ ଡିଜେଲ୍ ସଂପୂର୍ଣ୍ଣ ଭାବରେ ଚାଷ ଜମୀ ଉପରେ ପଡ଼ିଛି ଚାଷୀ କ୍ଷତିଗ୍ରସ୍ତ ହୋଇଛି l ବିନିକା ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି

related posts

Leave a Comment