Home Breaking News / ତାଜା ଖବର ୟୁନିଅନ ବ୍ୟାଙ୍କର ୧୦୩ ତମ ପ୍ରତିଷ୍ଠା ଦିବସ ପାଳିତ

ୟୁନିଅନ ବ୍ୟାଙ୍କର ୧୦୩ ତମ ପ୍ରତିଷ୍ଠା ଦିବସ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭଞ୍ଜନଗର (ରଙ୍କନିଧି ଦାଶ) ୟୁନିଅନ ବ୍ୟାଙ୍କ ସହ ଆନ୍ଧ୍ରା ବ୍ୟାଙ୍କ ର ମିଶ୍ରଣ ପରେ ପ୍ରଥମ କରି ସ୍ଥାନୀୟ ୟୁନିଅନ ବ୍ୟାଙ୍କ ପରିସରରେ ବ୍ୟାଙ୍କ ର ୧୦୩ ତମ ପ୍ରତିଷ୍ଠା ଦିବସ ନିରାଡମ୍ବର ରେ ଅନୁଷ୍ଠିତ ହୋଇଯାଇଅଛି। ଉତ୍ସବ କୁ ବରିଷ୍ଠ ଓକିଲ ଶ୍ରୀ ହର୍ଷବର୍ଦ୍ଧନ ପଣ୍ଡା କେକ କାଟି ଉଦଘାଟନ କରିଥିଲେ। ବ୍ୟାଙ୍କ ର ଶାଖା ପରିଚାଳକ ଶ୍ରବଣ କୁମାର ଝା ଓ ସହ ଶାଖା ପରିଚାଳକ ସୁରେଶ କୁମାର ରଥ ଓ ସମସ୍ତ କର୍ମଚାରୀଙ୍କ ସମେତ ବହୁ ବ୍ୟାଙ୍କ ଗ୍ରାହକ ଉପସ୍ଥିତ ଥିଲେ।

related posts

Leave a Comment