Home Breaking News / ତାଜା ଖବର ଫିରିଙ୍ଗିଆ ଠାରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଫିରିଙ୍ଗିଆ ଠାରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୧୨/୧୧(ସୁନୀଲପଟନାୟକ): ମାନ୍ୟବର ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସତ୍ଵେ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଫିରିଙ୍ଗିଆ ଛକଠାରେ ହାତରେ ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଦୋକାନବଜାର ବନ୍ଦରଖିବାକୁ କର୍ମୀମାନେ କହୁଥିଲେ ।
ରାଜ୍ୟ ସମ୍ପାଦକ କୈଳାଶ ମୁଖି ଙ୍କ ନେତୃତ୍ଵରେ ବନ୍ଦ ଡ଼ାକର । ଅବସରରେ କର୍ମୀମାନେ ଏକ ଯୁଟ ହୋଇନାରାଦେଇଥିଲେ । ମ। କୁ ସମ୍ମାନ ଦେବା ନାମରେ ମମିତା ମେହରଙ୍କ ଭଳି ଅନେକ ମା ଭଉଣୀଙ୍କ ହତ୍ୟାକାରୀ ସରକାରର ଆପାରଗ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରି ଛ ଘଣ୍ଟିଆ ବନ୍ଦ ଡାକର । ଦେଇଥିଲା କଂଗ୍ରେସ । ଏହିରାଲୀଓ ବିକ୍ଷୋଭରେ ଯୁବଛାତ୍ର କଂଗ୍ରେସ ନେତା ଓ କର୍ମୀମାନେ ସାମିଲ ଥିଲେ ।

related posts

Leave a Comment