Home Breaking News / ତାଜା ଖବର ସାଂସଦଙ୍କ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ

ସାଂସଦଙ୍କ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଗୁରୁବାର ଫୁଲବାଣୀ ନିକଟ ତିଳକ ପଡା ଠାରେ ନିର୍ମାଣ ଧୀନ ନୂତନ ମେଡିକାଲ କଲେଜ କାର୍ଯ୍ୟ ବୁଲିଦେଖିଥିଲେ l
ନିର୍ମାଣ କାର୍ଯ୍ୟ ଯେପରି ତ୍ୱରାନ୍ୱିତ ହେବ ସେନେଇ ଠିକା ସଂସ୍ଥା ର ଇଞ୍ଜି ନିୟର ମାନଂକୁ ପରାମର୍ଶ ଦେଇଥିଲେ lବର୍ତମାନ ନିର୍ମାଣ କାର୍ଯ୍ୟ ଯୋର ସୋର ଚାଲିଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ ସାଂସଦ ସାମନ୍ତ.!
ମେଡିକାଲ କ ଲେଜ ର ବର୍ତମାନ ପ୍ରଶାସନିକ କୋଠା, ଓ ଶ୍ରେଣୀ କକ୍ଷ ନିର୍ମାଣ କାର୍ଯ୍ୟ ଚାଲିଛି l ହଷ୍ଟେଲ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟମଧ୍ୟ ଅତିଶୀଘ୍ର ଆରମ୍ଭ ହେବ ବୋଲି ଠିକା ସଂସ୍ଥା ଅଧି କାରି କହିଛନ୍ତି l

related posts

Leave a Comment