Home Breaking News / ତାଜା ଖବର ବରିଷ୍ଠ ନାଗରିକ ହେଲପ ଲାଇନ୍ ନମ୍ବର୍ ଉଦଘାଟିତ

ବରିଷ୍ଠ ନାଗରିକ ହେଲପ ଲାଇନ୍ ନମ୍ବର୍ ଉଦଘାଟିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡା ଜିଲ୍ଲା ଆଦିବାସୀ ଅଧୁଷିତ ଅଞ୍ଚଳରେ ବରିଷ୍ଟ ନାଗରିକ ମାନଙ୍କ ସୁବିଧା ନିମନ୍ତେ   ହେଲପ ଲାଇନ୍ ନମ୍ବରକୁ ରାୟଗଡା ଜିଲ୍ଲାପାଳଙ୍କ କାଯ୍ୟlଳୟ ପରିସରେ   ଗତକାଲି ତା.୧୦/୧୧/୨୧ରିଖ ଦିନ   ଅତିରିକ୍ତ ଜିଲ୍ଲାପାଳ  ଶ୍ରୀ ଧର୍ମୀନନ୍ଦ ବେହେରା ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୂଶକ୍ତକରଣ ଅଧିକାରୀ ଶ୍ରୀ ମତୀ ଭେକ୍ଟେରିଆ କୁଳ୍ଲ, ବରିଷ୍ଠ ନାଗରିକ FRO ରାୟଗଡା ଗଜପତି ଜିଲ୍ଲାର ଶ୍ରୀ ବାଳ ମୁକୁନ୍ଦ ପାଳ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ  ବରିଷ୍ଠ ନାଗରିକ ହେଲପ ଲାଇନ୍ ନମ୍ବର 14567 ରାୟଗଡା ଜିଲ୍ଲା ପୁରପଲ୍ଲୀରେ କିପରି ଏହି ନମ୍ବର ପହଞ୍ଚିବା ଏବଂ ବରିଷ୍ଠ ନାଗରିକମାନେ ସେବା ଗୁଡିକ କିପରି ସଫଳ ପାଇପାରିବେ ସେ ସମ୍ବନ୍ଧରେ ବୁଝାଇଥିଲେ । ଏହାଦ୍ୱାରା ବହୁ ହିତାଧିକାରୀ ଉପକୃତ ହେବେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂମ୍ପକ ଅଧିକାରିଙ୍କ ସମେତ , ପ୍ରସାଦ ରାଓ , ବସନ୍ତ ପଳାଇ ଏବଂ ସୋମନାଥ ମହାରଣା ଯୋଗ ଦେଇଥିଲେ । ଶ୍ରୀ ବାଳମୁକୁନ୍ଦ ପାଳ ଶେଷରେ ଧନ୍ୟବାଦ ଜଣାଇଥିଲେ।

related posts

Leave a Comment