Home Breaking News / ତାଜା ଖବର ରାୟଗଡାରେ ମମତା ମେହେର ତାତି ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରି କୁଶ ପୁତଳିକା ଦାହ

ରାୟଗଡାରେ ମମତା ମେହେର ତାତି ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରି କୁଶ ପୁତଳିକା ଦାହ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ନଗର ଭାଜପା ନଗର ବିଜେପି ତରଫରୁ ନଗର ସଭାପତି ଶ୍ୟାମ କୁମାର ଦାଶ ଙ୍କ ନେତୃତ୍ୱରେ ଆଜି ସକାଳ 11.00 am ରେ ହୋଟେଲ କପିଳାସ ଛକ ଠାରେ ମମିତା ମେହେର ଙ୍କୁ ନ୍ୟାୟ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏବଂ ମନ୍ତ୍ରୀ ପ୍ରତାପ ଜେନା ଙ୍କ କୁଶପୁତ୍ତଳିକା ଦାହ କରାଗଲା। ମୁଖ୍ୟ ମନ୍ତ୍ରୀ ଶିକ୍ଷୟିତ୍ରୀ ମମତା ମେହେରଙ୍କ ହତ୍ୟା ଅଭିଯୋଗ ଉପରେ ମୌନ କାହିଁକି ନିଜେ ଗୁହ ବିଭାଗରେ ଥାଇ ସୁଦ୍ଧା ଚୁପ କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ରେ ରାୟଗଡା ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥି ଶ୍ରୀ ବସନ୍ତ ଉଲ୍ଲାକା,ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ପଣ୍ଡା, ଜିଲ୍ଲା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବିଦ୍ୟା ଭୂଷଣ ପଣ୍ଡା, ପ୍ରଶାନ୍ତ ପଟ୍ଟନାୟକ, ଶିବା ଭାସ୍କର,ଶ୍ରୀମତୀ ରଞ୍ଜନା ଉପାଧ୍ୟା, ଶ୍ରୀମତୀ ଅର୍ଚନା ବର୍ମା, ଶ୍ରୀମତୀ ସୁଜାତା ରତନମ, ଶ୍ରୀମତୀ ବୁରୁଡି ଲକ୍ଷ୍ମୀ, ଶ୍ରୀମତୀ ମଞ୍ଜୁଳା ମିନିଆକା, ଶ୍ରୀମତି ଝରଣା ମହାନ୍ତି, ଶ୍ରୀ ରାଜେଶ ପାଣିଗ୍ରାହୀ, ଶ୍ରୀ ସନ୍ତୋଷ ହିକକା, ଶ୍ରୀ ସୁଶାନ୍ତ ମିଶ୍ର, ଶ୍ରୀ ଜଗଦୀଶ ସୁନାରି, ଶ୍ରୀ ଏମ ବିଦ୍ୟା ସାଗର, ଶ୍ରୀ ଗୋପୀ ଆନନ୍ଦ,ଶ୍ରୀ ଗୋପାଳ ପାଢ଼ୀ,ଶ୍ରୀ ରାଜେନ୍ଦ୍ର ଚୌଧୁରୀ, ଟି. ନାଗରାଜୁ, ପି. ମୁରଲୀ, ସନ୍ତୋଷ ସାହୁ, ଆଶିଷ ସିନ୍ହା ଏବଂ ଜ଼ିଲ୍ଲା କାର୍ଯ୍ୟକର୍ତ୍ତା ଏବଂ ନଗର ପଦାଧିକାରୀ ଏବଂ ମୋର୍ଚ୍ଚା ଟିମ୍ ଉପସ୍ଥିତ ଥିଲେ।

related posts

Leave a Comment