Home Breaking News / ତାଜା ଖବର ମାଡି ଆସୁଛି ତୃତୀୟ ଲହର

ମାଡି ଆସୁଛି ତୃତୀୟ ଲହର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ, ୦୮/୧୧: ଖୁବ୍‌ଶୀଘ୍ର ଭାରତରେ କରୋନା ଭାଇରସ୍‌ର ତୃତୀୟ ଲହର ଆସିବାକୁ ଯାଉଛି । ଗତ ଦଇଟି ଲହରରେ ଦେଶରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହୋଇିଥିଲେ ମଧ୍ୟ ତୃତୀୟ ଲହର ପ୍ରଭାବ ପାକାଇବା ନେଇ ଅନୁମାନ କରାଯାଉଛି । ଏମ୍ସର ଡାକ୍ତର ଏବଂ ମହାମାରୀ ବିଶେଷଜ୍ଞ ଡାକ୍ତର ସଞ୍ଜୟ କେ ରାୟ ଏନେଇ ସୂଚନା ଦେଇଛନ୍ତି ।
କିଛିଦିନ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାରି କରିଥିବା ୱାର୍ଣ୍ଣିଂରେ କହିଥିଲା ଯେ, କୋଭିଡ୍‌-୧୯ର ତୃତୀୟ ଲହର ଇଉରୋପ ଏବଂ କେନ୍ଦ୍ର ଏସିଆରେ ବିଶେଷ ପ୍ରଭାବ ପକାଇବ ।

ଅଞ୍ଚଳରରେ ୨୦୨୨ ଫେବୃଆରୀ ସୁଦ୍ଧା ୫ ଲକ୍ଷରୁ ଅଧିକ ମୃତ୍ୟ ମାମଲା ରେଜିଷ୍ଟର ହେବ ବୋଲି ଅନୁମାନ କରାଯାଉଛି । ଭାଇରସ୍‌ର ଖୁବ୍‌ କମ୍‌ ଲକ୍ଷଣ ଦେଖାଯାଉଥିବା ଲୋକଙ୍କ ଉପରେ ଏହା ପ୍ରଭାବ ପକାଇବ ନାହିଁ । ଯାହାଫରେ ଆକ୍ରାନ୍ତଙ୍କ ସଂଖ୍ୟାରେ କିଛିଟା ହ୍ରାସ ହେବ । ଟୀକାକରଣର ପ୍ରଭାବରୁ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କମିବ ।

related posts

Leave a Comment