Home Breaking News ଖାଉଟିଙ୍କ ପାଇଁ ଖୁସିଖବର, କମିବ ଖାଇବା ତେଲ ଦର

ଖାଉଟିଙ୍କ ପାଇଁ ଖୁସିଖବର, କମିବ ଖାଇବା ତେଲ ଦର

by Times One Odia
Share with
     
 
 
   

ନୂଆଦିଲ୍ଲୀ: ଖାଉଟିଙ୍କ ପାଇଁ ଖୁସିଖବର । ଖାଇବା ତେଲଦରରୁ ଏବେ ଖାଉଟିଙ୍କୁ ମିଳିବ ଆସ୍ୱସ୍ତି । ଶସ୍ତା ହେବ ଖାଇବା ତେଲ । ତେଲ ଦାମର ରାହାଜାନି ଭିତରେ ସାଧାରଣ ଗରିବୀ, ଖଟିଖିଆ ଖାଉଟି ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ।

ବଜାରକୁ ଗଲେ ତେଲ ନକିଣି ଫେରୁଥିଲେ ଖାଉଟି । ପ୍ରଥମେ ପେଟ୍ରୋଲ, ଡ଼ିଜେଲରୁ ସେସ କମାଇବା ପରେ ଏବେ ଖାଇବା ତେଲ ଦାମ କମ କରିଛନ୍ତି କେନ୍ଦ୍ର ସରକାର ।

related posts

Leave a Comment