Home Breaking News ବଜ ରଙ୍ଗ ଦଳ ପକ୍ଷରୁ ରକ୍ତ ଦାନ ଶିବିର

ବଜ ରଙ୍ଗ ଦଳ ପକ୍ଷରୁ ରକ୍ତ ଦାନ ଶିବିର

by Times One Odia
Share with
     
 
 
   

ଫୁଲବାଣୀ 3/11(ସୁନୀଲ ପଟନାୟକ): ନଭେମ୍ବର ୨ ତାରିଖ ପବିତ୍ର ହୁତାତ୍ମା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ଟିକାବାଲି ବଜରଙ୍ଗ ଦଳ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ,ଉକ୍ତ କାର୍ଯ୍ୟକ୍ରମରେ ମାନନୀୟ Bଲକ୍ଷ୍ମୀକାନ୍ତ ନନ୍ଦ (ସହ ଗଞ୍ଜାମ ବିଭାଗ ସଙ୍ଘ ଚାଳକ rss) କାର୍ଯ୍ୟକ୍ରମ ଟିକୁ ଉଦଘାଟନ କରିବା ସହ ହୁତାତ୍ମା ସମ୍ବନ୍ଧରେ ମାର୍ଗଦର୍ଶନ କରାଇଥିଲେ , ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କନ୍ଧମାଳ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ର ସଭାପତି ମାନନୀୟ କାମଦେବ ପ୍ରଧାନ , କନ୍ଧମାଳ ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ରାକେଶ ମିଶ୍ର , ଗଞ୍ଜାମ ଜିଲ୍ଲା ସେବା ଭାରତୀ ସଂଯୋଜକ ଗଣେଶ ନାୟକ ,ଡ଼. ଜ୍ୟୋତି ରଞ୍ଜନ ଜେନା , ଡ଼. ସତ୍ୟ ନାରାୟଣ ସାମଲ ପ୍ରମୁଖ ଉପସ୍ଥିତ ଥିଲେ , ଏହି କାର୍ଯ୍ୟକ୍ରମ ଟିକୁ ବଜରଙ୍ଗ ଦଳ ଟିକାବାଲି ପ୍ରଖଣ୍ଡ ସଂଯୋଜକ ଟିକୁନୁ ବେହେରା , ସହ ସଂଯୋଜକ ଶିବ ପ୍ରସାଦ ମହାନ୍ତି , ରଞ୍ଜନ ପାତ୍ର ,ରଜତ ଭୋଇ , ନୀଳମାଧବ ପାତ୍ର ,ହରିହର ପଣ୍ଡିତ , ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୁଦ୍ର ପ୍ରସାଦ ସେଠି ,ବଜରଙ୍ଗ ଦଳ ଟିକାବାଲି ପ୍ରଖଣ୍ଡ ଗୋ ସୁରକ୍ଷା ପ୍ରମୁଖ ଗଣେଶ ନାୟକ,ଟିକାବାଲି ବିଶ୍ବହିନ୍ଦୁ ପରିଷଦ ସମ୍ପାଦକ ପବିତ୍ର ସାହୁ ,ଯୁଗଳ ପଣ୍ଡା, ମନୋରଞ୍ଜନ ପାତ୍ର ପ୍ରମୁଖ ପରିଚାଳନା କରିଥିବା ସହ ଟିକାବାଲି ବିଶ୍ବହିନ୍ଦୁ ପରିଷଦ ସଭାପତି ମାନନୀୟ ପ୍ରମୋଦ ପାଣିଗ୍ରାହୀ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

related posts

Leave a Comment