Home Breaking News / ତାଜା ଖବର ଭିଜିଲାନ୍ସ ସ୍କାନରେ ମହାବିରୋଡ୍ ଫାଣ୍ଡି ଅଧିକାରୀ

ଭିଜିଲାନ୍ସ ସ୍କାନରେ ମହାବିରୋଡ୍ ଫାଣ୍ଡି ଅଧିକାରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ଟୁକୁନ୍ ବିଶ୍ୱାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ମହାବିରୋଡ୍ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲ ଙ୍କ ଘରେ ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ ।ଏକ କାଳିନ ଭାବେ ଚାଲିଛି ପାଞ୍ଚ ଟି ସ୍ଥାନ ରେ ଚଢାଉ। ସର୍ବମୋଟ୍ ୮ଟି ଟିମ୍ ରେଡ୍ ରେ ସାମିଲ୍ ଥିବାବେଳେ ୩ଜଣ ଡିଏସପିଓ୭ଜଣ ଆଇଆଇସି ଙ୍କ ନେତୃତ୍ବରେ ହେଉଛି ରେଡ୍। ଚଢ଼ାଉ ସମୟରେ ଢେଙ୍କାନାଳ ଟାଉନ୍ ରେ ଏକ ଦୁଇ ମହଲା ଘର‌ଓ ଏକ ଫାର୍ମ ହାଉସ ଠାବ କଲେ ଚଢ଼ାଉ ଟିମ୍।ଏକଲ‌କ୍ଷ ଟଙ୍କା ଓ୩୦୦ଗ୍ରାମ୍ ସୁନା ଠାବ କରିଥିବା ସୁଚନା।

related posts

Leave a Comment