Home Breaking News / ତାଜା ଖବର ଉଲୁଣ୍ଡା ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଜଙ୍ଗଲରେ ହାତୀପଲ

ଉଲୁଣ୍ଡା ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଜଙ୍ଗଲରେ ହାତୀପଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଝାରବାହାଳୀ ଗ୍ରାମ ନିକଟରେ ଥିବା ଜଙ୍ଗଲ ପଟ ରୁ ମା ଙ୍କଡ଼ ବାହାଲ ଗ୍ରାମ ଜଙ୍ଗଲ କୁ ଆଜି ସନ୍ଧ୍ୟା ସମୟ ରେ 15ରୁ ଉର୍ଦ୍ଧ ହାତୀ ରାସ୍ତା ଦେଇ ପାର ହୋଇ ଯାଉଥିବା ଦେଖି ବାକୁ ମିଳିଥିଲା l
ସୂଚନା ଅନୁସାରେ ଆଜି ସନ୍ଦ୍ୟା ସମୟ ରେ ଜଙ୍ଗଲ ପାର ହେଉଥିବା ଜାଣି ଲୋକ ହାତୀ କୁ ଶେଖୀ ଭୟଭୀତ ହୋଇ ଯାଇଥିଲେ l ଏ ନେଇ ଉଲୁଣ୍ଡା ବନ ବିଭାଗ ର ବନପାଳ କୁ ପଚାରି ବାରୁ ପ୍ରାୟ 15ଟି ହାତୀ ଥିବା ବେଳେ ଛୋଟ ଛୁଆ ମଧ୍ୟ୍ୟ ରହିଛନ୍ତି l ହାତୀ ଙ୍କ ପ୍ରତି ନଜର ଥିବା କହିଛନ୍ତି ବନପାଳ ଜଗବନ୍ଧୁ ବାରିକ କହିଛନ୍ତି

related posts

Leave a Comment