Home Breaking News / ତାଜା ଖବର ସୋସିଆଲ ମିଡିଆରୁ ବିରତି ନେଲେ ରାଜ କୁନ୍ଦ୍ରା

ସୋସିଆଲ ମିଡିଆରୁ ବିରତି ନେଲେ ରାଜ କୁନ୍ଦ୍ରା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପ୍ରୋନୋଗ୍ରାଫି ମାମଲାରେ ଜେଲରୁ ମୁକୁଳିବା ପରେ ଏକ ବଡ ନିଶ୍ପତ୍ତି ନେଇଛନ୍ତି । ଗଣମାଧ୍ୟମକୁ ଶେଷ ସାକ୍ଷାତ କରିବା ସହ ନିଜ ଇନଷ୍ଟା ଓ ଟ୍ୱିଟ୍ର ଆକାଉଣ୍ଟ ଡିଲିଟ୍ କରଛନ୍ତି । ଇନଷ୍ଟା ଏବଂ ଟ୍ୱିଟରରେ ଏବେ ତାଙ୍କ ଆକାଉଣ୍ଟ ଦେଖାଯାଉନାହିଁ ।

ଏସବୁ ଘଟଣା ପରେ ଏତେ ସବୁ ଲୋକଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁନାହାନ୍ତି । ତେବେ ରାଜ ନିଜ ସୋସିଆଲ ଆକାଉଣ୍ଟରେ ସବୁବେଳେ ଆକ୍ଟିଭ୍ ରହିଥିବା ସହ ନିଜ ପତ୍ନୀ ଶିଳ୍ପାଙ୍କ ସହ ବିଭିନ୍ନ ଫଟୋ ଏବଂ ଭିଡିଓ ସେୟାର ମଧ୍ୟ କରିଥାନ୍ତି ।

ସବୁ ପର୍ବ ବା ଉତ୍ସବରେ ରାଜ ଏସବୁକୁ ପୋଷ୍ଟ କରିବାକୁ ଭୁଲନ୍ତି ନାହିଁ । ଏସମସ୍ତ ପୋଷ୍ଟକୁ ତାଙ୍କର ଅନେକ ଫ୍ୟାନ୍ସ ପସନ୍ଦ କରନ୍ତି । ସେହିପରି ଶିଳ୍ପା ଓ ରାଜ ଦୁହେଁ କରୁଥିବା ଇନଷ୍ଟା ରିଲ୍ସ ବି ଲୋକେ ବହୁତ ପସନ୍ଦ କରିଥାନ୍ତି ।

related posts

Leave a Comment