Home Breaking News / ତାଜା ଖବର କାବୁଲରେ ଭୟଙ୍କର ବିସ୍ପୋରଣ, ୧୯ ଜଣଙ୍କ ମୃତ୍ୟୁ

କାବୁଲରେ ଭୟଙ୍କର ବିସ୍ପୋରଣ, ୧୯ ଜଣଙ୍କ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଫଗାନିସ୍ତାନ ରାଜଧାନୀ କାବୁଲରେ ସର୍ଦ୍ଦାର ମହମ୍ମଦ ଦାଉଦ ଖାନ ମିଲିଟାରୀ ହସ୍ପିଟାଲ ଉପରେ ଭୟଙ୍କର ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନୁସାରେ ୧୯ ଜଣଙ୍କ ମୃତ୍ୟୁ ହୋଇଯାଇଛି। ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ତାଲିବାନର ଡେପୁଟି ମୁଖପାତ୍ର ବିଲାଲ କରିମି ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ମୁତୟନ କରାଯାଇଛି ।ଆକ୍ରମଣ କିପରି ହେଲା ଜଣାପଡ଼ିନଥିବା ବେଳେ ,ଏହି ଆକ୍ରମଣ ପଛରେ ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସାନ୍‌ଙ୍କ ହାତ ଥିବା ମଧ୍ୟ କୁହାଯାଉଛି ।

related posts

Leave a Comment