Home Breaking News / ତାଜା ଖବର ୫୯୦ ତମ ଦିବସରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା କାର୍ଯ୍ୟକ୍ରମ

୫୯୦ ତମ ଦିବସରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା କାର୍ଯ୍ୟକ୍ରମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

୨୨ମାର୍ଚ୍ଚ ୨୦୨୦ମସିହାରୁ ନିରବଚ୍ଛିନ୍ନ ଭାବରେ ନିରସ୍ତ୍ର ସୈନିକ ସାଜି ଚିନ୍ମୟ ଫାଉଣ୍ଡେସନର ସଦସ୍ୟ ମାନଙ୍କ ଦ୍ଵାରା ଚାଲୁ ରହିଥିବା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଇତିମଧ୍ୟରେ ୫୯୦ତମ ଦିବସରେ ପହଁଚିଛି। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଶାଖା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ସଂଯୋଜିକା ଶ୍ରୀମତୀ ସୀତାମଣି ଦାସଙ୍କ ନେତୃତ୍ୱରେ ଶ୍ରୀ ଶ୍ରୀ ନୀଝାରୀ ବଡାମ୍ ଚାଙ୍ଗୁ ନୃତ୍ୟ ଦଳଙ୍କ ସମେତ ଫାଉଣ୍ଡେସନର ଗଦରଗଡ଼ି ଗ୍ରାମର ଆଞ୍ଚଳିକ କଳାକାର
ଗୌତମ ନାୟକ, ସନତ କୁମାର ନାୟକ,ଭଗବାନ ନାୟକ, କିସୁ ନାୟକ,ରସାନନ୍ଦ ନାୟକ,ଦୀପକ କୁମାର ନାୟକ, ପ୍ରଫୁଲ୍ଲ କୁମାର ନାୟକ, କ୍ଷେତ୍ରମୋହନ ନାୟକ, ସନ୍ତୋଷ କୁମାର ନାୟକ, ପିତାମ୍ବର ନାୟକ, ଗୌରୀ ନାୟକ,ପାର୍ବତୀ ନାୟକ,ସୁମତି ନାୟକ,ଲକ୍ଷ୍ମୀ ନାୟକ,ଦେବସ୍ମିତା ନାୟକ,ସୀମା ନାୟକ,କାଞ୍ଚନ ନାୟକ, ନନ୍ଦିନୀ ନାୟକ, ପଞ୍ଚାମଣି ନାୟକ, ସୁମିତ୍ରା ନାୟକ, ଗୋୟାମଣି ନାୟକ, ଭାମତି ନାୟକ, ଗୁରୁବାରୀ ନାୟକ, ମନ୍ଦାକିନୀ ନାୟକ, ରାଇମଣି ନାୟକ, ବୀଣାପାଣି ନାୟକ, ରବୀନ୍ଦ୍ର ନାୟକ, ରତିକାନ୍ତ ନାୟକ, ପ୍ରତାପ ନାଏକ, ବାଙ୍କୁ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ତାରାପଦ ନାୟକ, ମହିନୀ ନାୟକ, ଦୁଖିଆ ନାୟକ,ଶମ୍ଭୁନାଥ ନାୟକ, ପରେଶ ନାୟକ, ସନିଆ ନାୟକ, ସଂଜିତ କୁମାର ମହାକୁଡ଼, କାଳୀଚରଣ ନାୟକ, ଅଭି ନାୟକ, ଅନିରୁଦ୍ଧ ନାୟକ, ବିକାଶ ନାୟକ, ବସନ୍ତ ନାୟକ, ସୁକାନ୍ତୀ ଦେହୁରୀ, ବୁଦ୍ଧୁନି ଦେହୁରୀ,ସବିତା ଦେହୁରୀ,, ନିନୀ ଦେହୁରୀ ଆଦି ଚାଙ୍ଗୁ ମାଧ୍ୟମରେ ଗଦରଗଡି ଅଞ୍ଚଳର ବିଭିନ୍ନ ସ୍ଥାନ ମାନଙ୍କରେ କରୋନା ସଚେତନତା କାର୍ଯ୍ୟକ୍ରମ କରୁଥିବାର ଦେଖିବାକୁ ମିଳିଛି।ଚିନ୍ମୟ ଫାଉଣ୍ଡେସନର ଏହି ସଚେତନତା କାର୍ଯ୍ୟକ୍ରମକୁ ମୟୂରଭଞ୍ଜ ବାସୀ ପ୍ରଶଂସା କରିଛନ୍ତି।

related posts

Leave a Comment