Home Breaking News / ତାଜା ଖବର ନବୀନଙ୍କୁ ସମ୍ମାନ ବିଜୁକୁ ଅସମ୍ମାନ

ନବୀନଙ୍କୁ ସମ୍ମାନ ବିଜୁକୁ ଅସମ୍ମାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ ଦେଶଣ୍ଢ ଗ୍ରାମପଞ୍ଚାୟତ ରେ ଦେଖିବାକୁ ମିଳିଛି ଏପରି ଘଟଣା ବିଜୁଶ୍ଵାସ୍ତ କଲ୍ୟାଣ ଯୋଜନା ହୋଡିଙ୍ଗ କୁ ତଳେ ପକାଇଦିଆହୋଇଛି କିନ୍ତୁ ନବୀନ ବାବୁ ଙ୍କ ହୋଡିଙ୍ଗ କୁ ପଞ୍ଚାୟତ ସାମ୍ନା ରେ ଟାଙ୍ଗୀ ଦିଆହୋଇଛି ଯୋଜନା ପରେ ହୋଡିଙ୍ଗ କୁ ଅସମ୍ମାନ ହୋଇଥିବାର ଲୋକମାହଲ ରେ ଚର୍ଚ୍ଚା ହେଉଛି ଏବଂ ଦିନ 12ଟା ରେ ପଞ୍ଚାୟତ ଗେଟ ଖୋଲା ଥିବା ବେଳେ ପଞ୍ଚାୟତ ଅଫିସ ରେ କୌଣସି କର୍ମଚାରୀ ନାହାନ୍ତି, ପଂଚାୟତ ରେ ଆବାସ ଯୋଜନା ରେ ବ୍ୟବହୃତ ହେଉଥିବା ବୋଡ଼ କୁ ମଧ୍ୟ ଅଦରକାରୀ ବସ୍ତୁ ଭଳି ପକେଇ ଦିଆଯାଇଛି ଏଥିରୁ ଲୋକେ ଅନୁମାନ କରୁଛନ୍ତି ପଂଚାୟତ କର୍ମଚାରୀ କେତେ ଯତ୍ନବାନ ଏବଂ ତତ୍ପରତା ଦେଖାଉଥିବେ

related posts

Leave a Comment