Home Breaking News / ତାଜା ଖବର ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର

ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା 26 ନମ୍ବର ଜାତୀୟ ରାଜପଥରେ ଦୁଲପୁର ନିକଟରେ ମଙ୍ଗଳ ବାର ଏକ ବାଇକ ଦୁର୍ଘଟଣାଗସ୍ତ ହେବାରୁ ବାଇକ ଆରୋହୀ ମାନେ ଗୁରୁତର ଆହତ ହୋଇଛନ୍ତି | ସେମାନେ ସ୍ଥାନିୟ ବଡ଼ କୁମୁଲି ଅଂଚଳର ଡ଼ମୁ ଏବଂ ଜଗନ୍ନାଥ ବୋଲି ଜଣାପଡିଛି | ଉଭୟ ନିଜ ଗ୍ରାମ ବଡ଼କୁମୁଲିରୁ ଏକ ବାଇକ OD 10K 9040ରେ ନୂଆକୋଟ ଯିବା ସମୟରେ ଦୁଲପୁର ନିକଟସ୍ତ ବୁଲାଣିରେ ବାଇକ ଦୁର୍ଘଟଣା ହୋଇଥିଲା | ଖବର ପାଇ 108 ଆମ୍ବୁଲାନ୍ସ ରେ ସେମାନଂକୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ଉଭୟଙ୍କ ଅବସ୍ଥା ସଙ୍କଟାପନ ରହିଛି

related posts

Leave a Comment