Home Breaking News / ତାଜା ଖବର ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ମହିଳା ମୋଚ୍ଚା ତରଫରୁ ବିକ୍ଷୋଭ

ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ମହିଳା ମୋଚ୍ଚା ତରଫରୁ ବିକ୍ଷୋଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଭିର୍ଣ୍ଣ ବଜାରଜାତ ଦ୍ରବ୍ୟ, ପୋଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ ଭଳି କିଛି ଜିନିସର ଅହେତୁକ ଦରଦାମ ବୃଧିକୁ ବିରୋଧ କରି ସାରାରାଜ୍ୟରେ ଆଜି ବିଜୁ ଜନତା ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଜାଉଥିବା ଦେଖିବାକୁ ମିଳିଛି, ଠିକ୍ ସମାନ ଢଙ୍ଗରେ ବ୍ରହ୍ମଗିରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ମହିଳା ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଜାଇଥିବା ଦେଖିବାକୁ ମିଳିଛି। ମହିଳା ମୋର୍ଚ୍ଚା ତରଫରୁ କେନ୍ଦ୍ର ସରକାରଙ୍କୁ ଭର୍ଛ୍ଛନା କରାଜିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଦଳ ବିରୋଧରେ ବିଷୋଦଗାର କରିଥିବା ଦେଖିବାକୁ ମିଳିଛି। ଆଗାମି ଦିନରେ କେନ୍ଦ୍ର ସରକାର ଏଭଳି ଦରବୃଧି ଉପରେ ନିୟନ୍ତ୍ରଣ ନରଖିଲେ ଆନ୍ଦୋଳନ ଆହୁରି ତିବ୍ରତର ହେବବୋଲି ବ୍ଲକ ଅଧ୍ୟକ୍ଷା ନଳିନିପ୍ରଭା ବରାଳ ସୂଚନା ଦେଇଛନ୍ତି।

related posts

Leave a Comment