Home Breaking News / ତାଜା ଖବର ସ୍ମାର୍ଟସିଟିରେ ଚଞ୍ଚଲ୍ୟ, ଘରେ ପଶି ମାଆ ଓ ଝିଅଙ୍କୁ ଛୁରାମାଡ଼

ସ୍ମାର୍ଟସିଟିରେ ଚଞ୍ଚଲ୍ୟ, ଘରେ ପଶି ମାଆ ଓ ଝିଅଙ୍କୁ ଛୁରାମାଡ଼

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ଯ । ଘରେ ପଶି ମାଆ ଓ ଝିଅଙ୍କୁ ଛୁରାମାଡ଼ କରିଛନ୍ତି ଜଣେ ଯୁବକ । ଏଭଳି ଅଭବାନୀୟ ଘଟଣା ଘଟି ଯାଇଛି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀ ବିହାର ଅଞ୍ଚଳରେ।

ପଡ଼ୋଶୀ ଘରର ଯୁବକ ଘରେ ପଶି ଛୁରାମାଡ଼ କରିଥିବା ସୂଚନା । ଯୁବକ ଜଣଙ୍କ ମହିଳା ଡ୍ରେସ ପିନ୍ଧି ଘରେ ପଶିଥିଲା । ମାଆ ଓ ଝିଅଙ୍କୁ ଆକ୍ରମଣ କରିବା ବେଳେ ଯୁବକ ନିଜେ ମଧ୍ଯ ଆହତ ହୋଇଛି। ଛୁରାମାଡ଼ କରିବାର କାରଣ ଜଣାପଡ଼ିନାିଁ । ଘଟଣା ସ୍ଥାନରେ ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

related posts

Leave a Comment