Home Breaking News / ତାଜା ଖବର କଂଗ୍ରେସର ପ୍ରଶିକ୍ଷଣ ଶିବିର

କଂଗ୍ରେସର ପ୍ରଶିକ୍ଷଣ ଶିବିର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କଂଗ୍ରେସ ପକ୍ଷରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚନ୍ତକୋଇଲି ବ୍ଲକ ସାଇ ମଣ୍ଡପ ଠାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି କଂଗ୍ରେସ ଦଳକୁ ଅଧିକ ମଜଭୁତ କରିବା ଲକ୍ଷ୍ୟନେଇ କଂଗ୍ରେସ ନେତାମାନେ ଏହି କର୍ମୀ ସମ୍ମିଳନୀରେ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ପୂର୍ବତନ ପିସିସି ସମ୍ପାଦକ ପ୍ରଦୀପ୍ତ ଦାସ ଓ ଉପ ସଭାପତି ଶୁଭେନ୍ଦୁ ମହାନ୍ତି ଙ୍କ ସମେତ ବହୁ ରାଜ୍ୟ ଓ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ ।

related posts

Leave a Comment