Home Breaking News / ତାଜା ଖବର ସିଆରପିଏଫ ତରଫରୁ ସ୍ବଚ୍ଚତା କାର୍ଯ୍ୟକ୍ରମ

ସିଆରପିଏଫ ତରଫରୁ ସ୍ବଚ୍ଚତା କାର୍ଯ୍ୟକ୍ରମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମକଟକ(କମଳା କାନ୍ତ ବାତ୍ରା): ରାୟଗଡା ଜିଲ୍କା ଅନ୍ତର୍ଗତ ବିଷମକଟକ ଠାରେ ଚତୁର୍ଥ ବାଟାଲିୟନ ପଖ୍ୟ ରୁ ସ୍ବଚ୍ଚତା କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି |CRPF ମାନେ କିଏ ତ କୋଡି କିଏ ତ କୋଦାଲ ଏବ°ଝାଡୁ ଓ ଝରି ଅଖା ଧରି ଟ୍ରାକଟର ସହିତ ବିଷମକଟକ ବ୍କକ ସମୁଖ ରୁ ମାଁ ମାର୍କମା ମନ୍ଦିର ଯାଇ ବୁଲି ବୁଲି ଭାରତ ସରକାର ଙ୍କ ସ୍ବଚ୍ଚତା କାଯ୍ୟକ୍ରମ ପାଲନ କରିଛନ୍ତି ବିଷମକଟକ ଚତୁର୍ଥ ବାଟାଲିୟନ ର ମୁଖ୍ୟ ଗୁରୁଚରଣ ସ୍ବାଇଁ ଙ୍କ ନେତୂତ୍ବ ରେ ଏହି କାର୍ଯକ୍ରମ ଅନୁଷ୍ଟିତ କରାଯାଇଥିଲା
ଏଥି ରେ ବ୍କକ କର୍ମଚାରି ପ୍ରସାନ୍ତ ପାଣିଗ୍ରାହି ଓ ବିଜୁ ଜନତା ଦଳ ର ବ୍କକ ସଭାପତି ଦେବି ପ୍ରସାଦ ପଟ୍ଟନାୟକ ଯୁବ ଜିଲ୍କା ବିଜେଡି ସମ୍ପାଦକ ଡି.ଶିବ ପ୍ରସାଦ ପ୍ରମୁଖ ଉପସ୍ଥିତ ରହିଥିଲେ

related posts

Leave a Comment