Home Breaking News / ତାଜା ଖବର ବିଧାୟକ ବାଣ୍ଟିଲେ ମହିଳା ମାନଙ୍କୁ ଚେକ

ବିଧାୟକ ବାଣ୍ଟିଲେ ମହିଳା ମାନଙ୍କୁ ଚେକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ଶକ୍ତି ସ୍ୱର ରଣା): ବଡ଼ମ୍ବା ବ୍ଲକ ସମ୍ମିଳନୀ କକ୍ଷରେ ମିଶନ ଶକ୍ତି କାର୍ଯ୍ୟକ୍ରମ ରେ କାଲି ୫୮ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏକ କୋଟି ୬୨ ଲକ୍ଷ ଟଙ୍କାର ଋଣ ସହାୟତା ପତ୍ର ବଣ୍ଟନ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ରୂପେ ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ଚଳିତ ଆର୍ଥିକ ବର୍ଷ ଏଥରକୁ ମିଶାଇ ୩୭୩ ମହିଳା ଗୋଷ୍ଠୀଙ୍କୁ ନଅ କୋଟି ୨୯ଲକ୍ଷ ଟଙ୍କା ସହାୟତା ମଞ୍ଜୁରୀ ପତ୍ର ଦିଆଗଲା ବୋଲି ବିଧାୟକ ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟ ରେ ଉଲ୍ଲେଖ କରିଥିଲି । ଏହି କାଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସଦାନନ୍ଦ ସ୍ୱାଇଁ, ବ୍ଲକ ମହିଳା ମହାସଂଘ ଅଧ୍ୟକ୍ଷା ଶ୍ରୀମତୀ କିରଣବାଳା ଆଚାର୍ଯ୍ୟ, ବିଡ଼ିଓ ଶ୍ରୀ ଉତ୍କଳ ଆଚାର୍ଯ୍ୟ, ସିଡିପିଓ ପ୍ରମିଳା ଦେଇ ପ୍ରମୁଖ ବକ୍ତବ୍ୟ ରଖିଥିଲି ।ଓଡ଼ିଶା ଜୀବିକା ମିଶନ ଅଧିକାରିଣୀ ମୋନାଲିଶା ତ୍ରିପାଠି ଓ ନିଜିଗଡ଼ ସମିତି ସଭ୍ୟ ମୁରଲୀ ଧର ମହାପାତ୍ର ସଞ୍ଜୟ କୁମାର ବ୍ଲକ କୋଡ଼ିନେଟର ପ୍ରମୁଖ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ

related posts

Leave a Comment