Home Breaking News / ତାଜା ଖବର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ,8 ଆହତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ,8 ଆହତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା ଜାତୀୟ ରାଜପଥ 26ର ବାବାଜୀ ଗୁଡା ନିକଟରେ ଆଜି ପାହାନ୍ତିଆରେ ଏକ ସ୍କୋର୍ପିଓ ଗଛକୁ ଧକ୍କା ଦେବା ଫଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ 8 ଜଣ ଆହତ ହୋଇଛନ୍ତି | ସୂଚନା ମୁତାବକ ହାଇଦ୍ରାବାଦରେ କାମ କରିବା ପାଇଁ ଏମାନେ ଯାଇଥିଲେ | ଏକ ସ୍କୋର୍ପିଓରେ ଝାରଖଣ୍ଡ ଫେରିବା ସମୟରେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏକ ଆକାଶିଆ ଗଛକୁ ଧକ୍କା ହୋଇଥିଲା | ଗାଡ଼ିରେ ଥିବା ଆଶିଷ କୁମାର ଭାରତୀଙ୍କ ଏଥିରେ ମୃତ୍ୟୁ ହୋଇଯାଇଥିଲା | ଖବର ପାଇ ମଇଦଲପୁର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି | ଆହତ ମାନଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି

related posts

Leave a Comment