Share with
ଭୁବନେଶ୍ୱର: ମନୀଷ ଦାସ ହତ୍ୟା ମାମଲା : ଗିରଫ ହେଲେ କନେଷ୍ଟବଳ ପ୍ରସନ୍ନ ବେହେରା, ହୋଟେଲ ସାଉଥ ସିଟି ମାଲିକ ପ୍ରଦ୍ୟୁମ୍ନ ଜେନା ଓ ବାର ମ୍ୟାନେଜର ।*
କୋଭିଡ ଗାଇଡ ଲାଇନ ଉଲଙ୍ଘନ କରିବା, ବେଆଇନ ଭାବେ ବାର ଖୋଲିବା, ଆପରାଧିକ ଷଡଯନ୍ତ୍ର କରିବା ଅଭିଯୋଗରେ ଗିରଫ ହେଲେ କନେଷ୍ଟବଳ ପ୍ରସନ୍ନ ବେହେରା । *ହୋଟେଲ ସାଉଥ ସିଟି ମାଲିକ ପ୍ରଦ୍ୟୁମ୍ନ ଜେନା ଓ ବାର ମ୍ୟାନେଜର ମଧ୍ୟ ଗିରଫ ହୋଇଥିବା ସୂଚନା ।