Home Breaking News / ତାଜା ଖବର ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଜାରି ହେଲା ଗାଇଡଲାଇନ

ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଜାରି ହେଲା ଗାଇଡଲାଇନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜମ୍ମୁକାଶ୍ମୀର : ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଜାରି ହେଲା ଗାଇଡଲାଇନ। କରୋନା ଗାଇଡ ଲାଇନ ମାନି କଡା କଟକଣାର ସହ ତୀର୍ଥଯାତ୍ରୀ ମାନେ ମା’ଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇପାରିବେ। ଏହି ଗାଇଡଲାଇନ ଅନୁସାରେ ଶ୍ରଦ୍ଧାଳୁମାନେ ଆରଟି ପିସିଆର ଓ ରାପିଡ ଆଣ୍ଟିଜେନ ଟେଷ୍ଟ କରିବା ବାଧ୍ୟତା ମୂଳକ ରହିଛି।

ସବୁ ଗାଇଡଲାଇନ ମାନି ଯାତ୍ରୀମାନେ ବୈଷ୍ଣୋଦେବୀ ଦର୍ଶନ କରିବାର ସୌଭାଗ୍ୟ ପାଇପାରିବେ। କୋଭିଡ୍ ସମ୍ବନ୍ଧୀୟ ଲକ୍ଷଣ ଦେଖାଗଲେ ମନ୍ଦିର ମନା । ଏହା ଭିତରେ ମନ୍ଦିର ପରିସର ସାନି ଟାଇଜ କରାଯିବା ସହ ସଫାସୁତୁରା ଚାଲିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛିା

related posts

Leave a Comment