Home Breaking News ଅଜଣା ଗାଡି ଧକ୍କାରେ ଶିକ୍ଷକ ମୃତ

ଅଜଣା ଗାଡି ଧକ୍କାରେ ଶିକ୍ଷକ ମୃତ

by Times One Odia
Share with
     
 
 
   

କାମାକ୍ଷାନଗର(ଟୁକୁନ୍ ବିଶ୍ୱାଳ): ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କଇରାଟାଙ୍ଗର ତରାଜଙ୍ଗ ଛକ ରେଙ୍ଗାଳୀ କେନାଲ ନିକଟରେ ଅଜଣା ଗାଡି ଧକାରେ ଜଣେ ଶିକ୍ଷକଙ୍କର ମୃତ ହୋଇଛି ।ସୂଚନା ଅନୁସାରେ ତରାଜଙ୍ଗ ଗାଁର ପ୍ରକାଶ କୁମାର ସେଠୀ (୪୫ବର୍ଷ) କଙ୍କଡାହାଡ଼ ବ୍ଲକ କେରଜୁଳି ସ୍କୁଲ ରେ ଶିକ୍ଷକତା କରନ୍ତି ଆଜି ବିଦ୍ୟାଳୟ ରୁ ଘରକୁ ଫେରୁଥିବା ବେଳେ ମଧ୍ୟାନ ସମୟରେ କଇରାଟାଙ୍ଗର ତରାଜଙ୍ଗ ଛକ ରେଙ୍ଗାଳୀ କେନାଲ ନିକଟରେ ଏକ ଅଜଣା ଗାଡି ଧକା ଦେଇ ଫେରାର ହୋଇ ଯାଇଥିଲା ।ଖବର ପାଇ ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ରେ କାମାକ୍ଷାନଗର ମେଡ଼ିକାଲ ଆଣିଥିବା ବେଳେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

related posts

Leave a Comment