Home Breaking News / ତାଜା ଖବର କାଶୀପୁରରେ ମିଶ୍ରଣ ପର୍ବ, ବିଜେଡିରେ ମିଶିଲେ ଗ୍ରାମବାସି

କାଶୀପୁରରେ ମିଶ୍ରଣ ପର୍ବ, ବିଜେଡିରେ ମିଶିଲେ ଗ୍ରାମବାସି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୧ା୧୦-(ଧନେଶ୍ବର ରାଉତ): ରାୟଗଡା ଜିଲା କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତ ଅନ୍ତର୍ଗତ ବଣ୍ଡେଲ, ସାଗବାରି, ପୁରଲଙ୍ଗ ଏବଂ ଅଡାଯୋର ପଞ୍ଚାୟତ ଅନ୍ତର୍ଗତ କୁଲିଆପଦର ଏବଂ ଯୋଡାଆମ୍ବ ଗ୍ରାମର ଗ୍ରାମବାସି ଆଜି କାଶୀପୁର ବ୍ଲକର ତୁଙ୍ଗତେନା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତରେ ବିଜେଡିରେ ସାମିଲ୍ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା ଗ୍ରାମବାସିମାନେ ପ୍ରକାଶ କରିଛନ୍ତି।ଗ୍ରାମବାସି ମାନେ ଏକତ୍ରିତ ହୋଇ ଆମ ସରପଞ୍ଚ ଆମେ ବାଛି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ସହଯୋଗ ନେଇ ଆମ ଉନ୍ନତି ଆମେ କରିବା ବୋଲି ସ୍ଲୋଗାନ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ବିଜୁଜନତା ଦଳର ତୁଙ୍ଗ ନେତା କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସହ ବାଲସିଂ ମାଝୀ,ସିତାରାମ ମାଝୀ,ପରମା ନାଏକ,ପବିତ୍ର ନାଏକ, ରତ୍ନାକର ନାଏକ ପ୍ରମୁଖଙ୍କ ସହ ଗ୍ରାମବାସି ମାନେ ଉପସ୍ଥିତ ଥିଲେ। ଆଗକୁ ଏଭଳି ବହୁ ଜନତା ଦଳ ରେ ସାମିଲ ହେବାର ଅଛି ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି।

related posts

Leave a Comment