Home Breaking News / ତାଜା ଖବର କନ୍ଧମାଳ ଜିଲ୍ଲାରେ ଦୁଇ ଦିନରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ ଜିଲ୍ଲାରେ ଦୁଇ ଦିନରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଗତ କିଛିଦିନ ହେଲା କରେ । ନା ସଂକ୍ରମିତ ଙ୍କ ସଂଖ୍ୟା ଶୁନ ଥିବାବେଳେବୁଧବାର ୨ ଜଣ କରେ । ନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜଣେ ପଜିଟିଭ ଚିହ୍ନଟ ହୋଇଥିବା ବିଷୟ ସରକାରି ସୁତ୍ରରୁ ଜଣାପଡିଛି । ତେବେ ମୃତ୍ୟୁସଂଖ୍ୟା ୮୨ରେ ସ୍ଥିର ରହିଛି ।
ସେହିପରିକନ୍ଧମାଳଜିଲାରେ ବର୍ତ୍ତମାନ ସୁଧା ମୋଟ ୧୧ହଜାର ୫୦୮ ଜଣପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧ହଜା ର ୪୨ ୧ ଜଣ ରୋଗୀ ସୁସ୍ଥ ହୋଇସାରିଲେଣି । ବର୍ତ୍ତମାନ ୩ ଜଣ ରୋଗୀ ଘରେ ରହି ଚିକିତ୍ସିତ ହେଉଛନ୍ତି ।ଗତ କିଛିଦିନ ହେଲା କରେ ।ନ। ସଂକ୍ରମିତ ଜିଲା 6ର ନ ଥିବାରୁ ପ୍ରଶାସନ ଆଶ୍ୱସ୍ଥ ଥିଲା।
କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେପୁଣି ଦେଖାଦେଇଥବାରୁପଶାସନ ଚିନ୍ତାରେ ପଡି ଯାଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି । ତେବେ ଏବେପୂଜା ଋତୁ ଚାଲିଥିଲେ ମଧ୍ୟ ଫୁଲବାଣୀସହରରେ କାଂଭାଁ କିଏ କେମିତି ମାସ୍କ ପିନ୍ଧୁଥିବା ବେଳେ ୯୯ ପ୍ରତିଶତ ଲୋକେ ଆଉ ମାସ୍କ ପିନ୍ଧୁ ନାହାନ୍ତି। ସେହିପରି ସାମାଜିକ ଦୁରତା ମଧ୍ୟ ଭୁଲିଗଲେଣି ସମସ୍ତେ l
ପ୍ରଶାସନ ପକ୍ଷରୁ ମଧ୍ଯ କାର୍ଯ୍ୟାନୁଷ୍ଠାନପ୍ରାୟ ନାହିଁକହିଲେ ଚଳେ l
ଚୁପବସିଛି ଜିଲ୍ଲା ପ୍ରଶାସନ।
ଏପରି ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଗଲେ କରେ । ନା ସଂକ୍ରମିତ ଙ୍କ ସଂଖ୍ୟାଧିରେ ଧିରେ ବୃଦ୍ଧି ପାଇବ ଏଥିରେ ସନ୍ଦେହ ନାହିଁ। ଏଣୁ ବେଳ ଥାଉଁ ଥାଉ କାର୍ଯ୍ୟାନୁଷ୍ଠାନ ଗ୍ରହଣକ ରିବା ଜରୁରି ହୋଇ ପଡ଼ିଛି

related posts

Leave a Comment