Home Breaking News / ତାଜା ଖବର କେବେବି ଏହି ଦିନରେ କେଶ କାଟନ୍ତୁ ନାହିଁ, ନହେଲେ ହେବ ବଡ଼ ଅନର୍ଥ

କେବେବି ଏହି ଦିନରେ କେଶ କାଟନ୍ତୁ ନାହିଁ, ନହେଲେ ହେବ ବଡ଼ ଅନର୍ଥ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟକ ଗ୍ରହ, ନକ୍ଷତ୍ର ମଣିଷ ଉପରେ ପ୍ରଭାବ ପକାଇଥାଏ ଏବଂ ଏହି ପ୍ରଭାବ ଭଲ ଓ ଖରାପ ହୋଇଥାଏ |ଯଦି ଆପଣ ଅର୍ଥଭାବର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣ ନିଜ କାର୍ଯ୍ୟରେ କିଛି ପରିବର୍ତ୍ତନ କରି ସମସ୍ୟାକୁ ଦୂର କରିପାରିବେ |ଉଦାହରଣ ସ୍ୱରୂପ, ପୁରୁଷ କିମ୍ବା ମହିଳା ହୁଅନ୍ତୁ, ପ୍ରତ୍ୟକ ନିଜର କେଶ କଟାନ୍ତି |କିନ୍ତୁ ଜାଣିଶୁଣି କିମ୍ବା ଅଜାଣତରେ, ଆମେ ଯଦି ଭୁଲ ଦିନରେ କେଶ କଟୁଛେ, ତେବେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ |
ଆମ ଧାର୍ମିକ ଶାସ୍ତ୍ରରେ କିଛି ପ୍ରତିକାର ବିଷୟରେ ଉଲ୍ଲେଖ କରାଯାଇଛି, ଯାହାକୁ ଗ୍ରହଣ କରି ଆମେ ଆମ ଜୀବନର ଅସୁବିଧାରୁ ମୁକ୍ତି ପାଇପାରିବା |
ସବୁଠୁ ବୁଧବାର ଓ ଶୁକ୍ରବାର ଦିନ କେଶ ବା ନଖ କାଟିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ |ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରବିବାର, ସୋମବାର, ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ କେଶ, ଦାଢ଼ି ଓ ନଖ କାଟିବା ଉଚିତ ନୁହେଁ |ଏହା ନିଜ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ |ତେଣୁ ବୁଧବାର ଓ ଶୁକ୍ରବାର ହେଉଛି କେଶ କାଟିବାର ପ୍ରକୃଷ୍ଟ ବାର |ଏହା କରିବାଦ୍ବାରା ବହୁତ ଅଗ୍ରଗତି ହେବ |

related posts

Leave a Comment