Share with
ଫୁଲବାଣୀ -18/10(ସୁନୀଲ ପଟନାୟକ )
ଆଗାମୀ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ଦଳ ପକ୍ଷରୁ ବୈଠକ ଅନୁଷ୍ଠିତ ହେଉଛି l
ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ ପକ୍ଷରୁ ଦାରିଂବାଡ଼ି ଠାରେ ଏକ ଇସ୍ତାହାର ପ୍ରସ୍ତୁତି ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ପଂଚାୟତରାଜସାଙ୍ଗଠନ ର ରା଼ଯ୍ୟଉପାଧ୍ୟାକ୍ଷବିଜୟ ପ୍ରଧାନ, ଅନାମ ନାୟକ ଜ଼ିଲ୍ଲା ସଭାପତି, ପ୍ରତାପ ପ୍ରଧାନ, ବିସ୍ମୟ ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l
ସେହିପରି ଜ଼ିଲ୍ଲାର ପ୍ରତି ବ୍ଲକ ଅଂଚଳ ରୁ ପ୍ରତିନିଧି ମାନେ ଯୋଗ ଦେଇସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l