Home Breaking News / ତାଜା ଖବର କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘର ବୈଠକ

କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘର ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼:ଢେ଼ଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘଏ ଏକ ବୈଠକ ଦଶୀପୁର ଠାରେ ଅନୁଷ୍ଠିତ ହେଇଥିଲା ।ସଂଘ ସଭାପତି ରାଜେଶ କୁମାର ଦେହୁରୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହେଇଥିଲା ।ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।ସାମ୍ପ୍ରତିକ ସ୍ଥିତିରେ ସାମ୍ବାଦିକ ମାନଙ୍କ ପ୍ରତି ହେଉ ଥିବା ଆକ୍ରମଣ ଉପରେ ଏକ ନିନ୍ଦା ପ୍ରସ୍ତାବ ହେଇଥିଲା ।ଉପସ୍ଥିତ ଥିଲେ ସଂଘ ଉପଦେଷ୍ଟା ଦିବ୍ୟସିଂହ ଦେହୁରୀ,ବିରବର ସାହୁ, କାର୍ୟ୍ଯକାରୀ ସଭାପତି ଟଙ୍କଧର ନାଏକ, ଉପସଭାପତି ଅରବିନ୍ଦ ପାଳ,ସମ୍ପାଦକ ଟୁକୁନୁ ବିଶ୍ୱାଳ,ସଂଗଠନ ସମ୍ପାଦକ ଦିପେଶ ପଣ୍ଡା,କୋଷାଧ୍ୟକ୍ଷ ନବକିଶୋର ସାହୁ,କମିଟି ସଦସ୍ୟ ବିରଞ୍ଚି ସାହୁ, ଚଗଲା ଦେହୁରୀ,ସଂକର୍ସଣ ନାଏକ, କ୍ଷୀରୋଦ ଦେହୁରୀ,ଦୀପକ ସାହୁ, ପ୍ରକାଶ ଦେହୁରୀ,ମାନଗୋବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

related posts

Leave a Comment